ଦେବସ୍ନାନ ପୂର୍ଣ୍ଣିମା ପାଇଁ ନୀତି ନିର୍ଘଣ୍ଟ
ପୁରୀ: ଶ୍ରୀମନ୍ଦିରରେ ଛତିଶା ନିଯୋଗର ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ଅନୁଷ୍ଠିତହୋଇଥିବା ଛତିଶା ନିଯୋଗ ବୈଠକରେ ଦେବସ୍ନାନ ପୂର୍ଣ୍ଣିମା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। ବୈଠକରେ ନୀତି ନିର୍ଘଣ୍ଟ ସହ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଶ୍ରଦ୍ଧାଳୁ କିଭଳି ମହାପ୍ରଭୁଙ୍କ ସବୁ ବେଶକୁ ଭଲ ଭାବେ ଦେଖିପାରିବେ ତା’ ଉପରେ ଗୁରୁତ୍ବ ଦିଆଯାଇଥିଲା। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ୫୦୦କୋଟି କର୍ପସ ଫଣ୍ଡ ପାଇଁ ଛତିଶା ନିଯୋଗ ବୈଠକରେ କୃତଜ୍ଞତା ଜ୍ଞାପନ କରାଯାଇଥିଲା।