ଦେଶର ପ୍ରଥମ ଭୂତଳ ଜଳ ମେଟ୍ରୋ ଟ୍ରେନ୍‌ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

କୋଲକାତା,୬।୩: ପଶ୍ଚିମବଙ୍ଗର କୋଲକାତାରେ ବୁଧବାର ଦେଶର ପ୍ରଥମ ଭୂତଳ ଜଳ ମେଟ୍ରୋ ଟ୍ରେନ୍‌ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ୧୫,୪୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଏହା ପରେ ସେ କିଛି ପିଲାଙ୍କ ସହ ଏହି ଟ୍ରେନ୍‌ରେ ମଧ୍ୟ ଯାତ୍ରା କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନ୍‌ଆଇ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂତଳ ଜଳ ମେଟ୍ରୋ ଟ୍ରେନ୍‌ର ଜଡିତ ଏକ ୩୬ ସେକେଣ୍ଡର ଭିଡିଓ ଶେୟାର କରିଛି। ଏଥିରେ […] The post ଦେଶର ପ୍ରଥମ ଭୂତଳ ଜଳ ମେଟ୍ରୋ ଟ୍ରେନ୍‌ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.

ଦେଶର ପ୍ରଥମ ଭୂତଳ ଜଳ ମେଟ୍ରୋ ଟ୍ରେନ୍‌ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

କୋଲକାତା,୬।୩: ପଶ୍ଚିମବଙ୍ଗର କୋଲକାତାରେ ବୁଧବାର ଦେଶର ପ୍ରଥମ ଭୂତଳ ଜଳ ମେଟ୍ରୋ ଟ୍ରେନ୍‌ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ୧୫,୪୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଏହା ପରେ ସେ କିଛି ପିଲାଙ୍କ ସହ ଏହି ଟ୍ରେନ୍‌ରେ ମଧ୍ୟ ଯାତ୍ରା କରିଛନ୍ତି।

ନ୍ୟୁଜ ଏଜେନ୍ସି ଏଏନ୍‌ଆଇ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂତଳ ଜଳ ମେଟ୍ରୋ ଟ୍ରେନ୍‌ର ଜଡିତ ଏକ ୩୬ ସେକେଣ୍ଡର ଭିଡିଓ ଶେୟାର କରିଛି। ଏଥିରେ ସେ ପିଲାମାନଙ୍କୁ ଟ୍ରେନ୍‌ରେ ପାଖରେ ବସିବାକୁ କହୁଥିବାର ନଜର ଆସିଛନ୍ତି।

The post ଦେଶର ପ୍ରଥମ ଭୂତଳ ଜଳ ମେଟ୍ରୋ ଟ୍ରେନ୍‌ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.