ଦୋକାନ ଘର ଉଚ୍ଛେଦ ବେଳେ ପୋଲିସ-ପ୍ରଶାସନଙ୍କ ଉପସ୍ଥିତିରେ ବିଷ ପିଇଲେ ମହିଳା
ଖୋର୍ଦ୍ଧା(କେନ୍ୟୁଜ୍) : ଦୋକାନ ଘର ଉଚ୍ଛେଦ ହେବାରୁ ବିଷ ପିଇଦେଲେ ମହିଳା । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ କୋଚିଆଖାଲ ଗାଁରେ ଅଘଟଣ ଘଟିଛି। ଗାଁର କୃଷ୍ଣଚନ୍ଦ୍ର ପାଟଶାଣୀଙ୍କ ସ୍ତ୍ର ସରକାରୀ ଜାଗାରେ ଏକ ଦୋକାନ ଘର କରିଥିଲେ । ଆଜି ବେଗୁନିଆ ତହସିଲଦାର ଉଚ୍ଛେଦ କରିବାକୁ ଯାଇଥିଲା । ଏହାକୁ ବିରୋଧ କରିଥିଲେ କୃଷ୍ଣଚନ୍ଦ୍ରଙ୍କ ସ୍ତ୍ରୀ ଓ ପୁଅ । ପରେ ମହିଳା ଜଣକ ବିଷ ପିଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମସ୍ଚ ସ୍ଥାନାନ୍ତର କରାଯାଇଛି। The post ଦୋକାନ ଘର ଉଚ୍ଛେଦ ବେଳେ ପୋଲିସ-ପ୍ରଶାସନଙ୍କ ଉପସ୍ଥିତିରେ ବିଷ ପିଇଲେ ମହିଳା appeared first on KNews Odisha.

ଖୋର୍ଦ୍ଧା(କେନ୍ୟୁଜ୍) : ଦୋକାନ ଘର ଉଚ୍ଛେଦ ହେବାରୁ ବିଷ ପିଇଦେଲେ ମହିଳା । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ କୋଚିଆଖାଲ ଗାଁରେ ଅଘଟଣ ଘଟିଛି। ଗାଁର କୃଷ୍ଣଚନ୍ଦ୍ର ପାଟଶାଣୀଙ୍କ ସ୍ତ୍ର ସରକାରୀ ଜାଗାରେ ଏକ ଦୋକାନ ଘର କରିଥିଲେ । ଆଜି ବେଗୁନିଆ ତହସିଲଦାର ଉଚ୍ଛେଦ କରିବାକୁ ଯାଇଥିଲା । ଏହାକୁ ବିରୋଧ କରିଥିଲେ କୃଷ୍ଣଚନ୍ଦ୍ରଙ୍କ ସ୍ତ୍ରୀ ଓ ପୁଅ । ପରେ ମହିଳା ଜଣକ ବିଷ ପିଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମସ୍ଚ ସ୍ଥାନାନ୍ତର କରାଯାଇଛି।
The post ଦୋକାନ ଘର ଉଚ୍ଛେଦ ବେଳେ ପୋଲିସ-ପ୍ରଶାସନଙ୍କ ଉପସ୍ଥିତିରେ ବିଷ ପିଇଲେ ମହିଳା appeared first on KNews Odisha.