ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ବାହୁଡ଼ାଯାତ୍ରା

ବାରିପଦା : ବାରିପଦାରେ ଆଜି ହେବ ବାହୁଡା ଯାତ୍ରା। ସୋମବାର ରାଧାମୋହନ ମନ୍ଦିରରେ ସୁନାବେଶ ପରେ ପହଣ୍ଡି କରାଯାଇ ରଥାରୂଢ ହୋଇଛନ୍ତି ଚତୁର୍ଦ୍ଧାମୂରତୀ। ବାରିପଦାରେ ଦୁଇ ଦିନ ଧରି ବାହୁଡା ଯାତ୍ରା ହେଉଥିବାବେଳେ ଆଜି ପ୍ରଥମେ ଶ୍ରୀଜଗନ୍ନାଥଙ୍କ ରଥଟଣା ହେବ। ପରେ ଟାଉନ ଥାନା ଯାଏଁ ଟଣା ଯାଇଥାଏ ଦେବୀ ସୁଭଦ୍ରାଙ୍କ ରଥ । ପରଦିନ ସୁଭଦ୍ରାଙ୍କ ରଥ ଟଣାଯିବା ପରେ ବଡ ଠାକୁର ବଳଭଦ୍ରଙ୍କ ରଥଟଣା ହେବ। ପରମ୍ପରା ଅନୁଯାୟୀ ପୁରୀ ରଥଯାତ୍ରା ଏବଂ ବାହୁଡା […]

ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ବାହୁଡ଼ାଯାତ୍ରା
ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ବାହୁଡ଼ାଯାତ୍ରା

ବାରିପଦା : ବାରିପଦାରେ ଆଜି ହେବ ବାହୁଡା ଯାତ୍ରା। ସୋମବାର ରାଧାମୋହନ ମନ୍ଦିରରେ ସୁନାବେଶ ପରେ ପହଣ୍ଡି କରାଯାଇ ରଥାରୂଢ ହୋଇଛନ୍ତି ଚତୁର୍ଦ୍ଧାମୂରତୀ। ବାରିପଦାରେ ଦୁଇ ଦିନ ଧରି ବାହୁଡା ଯାତ୍ରା ହେଉଥିବାବେଳେ ଆଜି ପ୍ରଥମେ ଶ୍ରୀଜଗନ୍ନାଥଙ୍କ ରଥଟଣା ହେବ। ପରେ ଟାଉନ ଥାନା ଯାଏଁ ଟଣା ଯାଇଥାଏ ଦେବୀ ସୁଭଦ୍ରାଙ୍କ ରଥ । ପରଦିନ ସୁଭଦ୍ରାଙ୍କ ରଥ ଟଣାଯିବା ପରେ ବଡ ଠାକୁର ବଳଭଦ୍ରଙ୍କ ରଥଟଣା ହେବ। ପରମ୍ପରା ଅନୁଯାୟୀ ପୁରୀ ରଥଯାତ୍ରା ଏବଂ ବାହୁଡା ଯାତ୍ରା ର ପରଦିନ ବାରିପଦାରେ ରଥଯାତ୍ରା ଏବଂ ବାହୁଡା ଯାତ୍ରା ହୋଇଥାଏ। ସୋମବାର ସନ୍ଧ୍ୟା ୩ ଠାକୁରଙ୍କ ଚକାଛଡା ନୀତି ହେବା ପରେ ସନ୍ଧ୍ୟା ଆଳତୀ ହୋଇ ଗୋଟି ପହଣ୍ଡିରେ ତିନି ଠାକୁରଙ୍କୁ ରଥାରୂଢ କରାଯାଇଥିଲା।