ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ଏସପି, ଟିଏମସିକୁ ଦେଲା ଗୋଟିଏ ସିଟ୍‌

ନୂଆଦିଲ୍ଲୀ,୧୫।୩: ସମାଜବାଦୀ ପାର୍ଟି ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥର ସମାଜବାଦୀ ପାର୍ଟି ୭ ଜଣ ପ୍ରାର୍ଥୀ ଘୋଷଣା କରିଛିି। ଏହାପୂର୍ବରୁ ୩୧ ଜଣ ପ୍ରାର୍ଥୀ ଘୋଷଣା କରିଥିଲା। ଏହି ତାଲିକାରେ ଏସପି ଟିଏମସିକୁ ଭଦୋହି ଲୋକସଭା ଆସନ ଦେଇଛି। ଲଲିତେଶ ପତି ତ୍ରିପାଠୀ ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ପ୍ରାର୍ଥୀ ତାଲିକାରେ ଏସପି ବିଜନୋର ଯଶବୀର ସିଂ, ନାଗିନାରୁ ମନୋଜ କୁମାର, ମେରୁଠରୁ ଭାନୁ ପ୍ରତାପ ସିଂ, ଆଲିଗଡରୁ […] The post ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ଏସପି, ଟିଏମସିକୁ ଦେଲା ଗୋଟିଏ ସିଟ୍‌ appeared first on Dharitri Odia News.

ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ଏସପି, ଟିଏମସିକୁ ଦେଲା ଗୋଟିଏ ସିଟ୍‌

ନୂଆଦିଲ୍ଲୀ,୧୫।୩: ସମାଜବାଦୀ ପାର୍ଟି ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥର ସମାଜବାଦୀ ପାର୍ଟି ୭ ଜଣ ପ୍ରାର୍ଥୀ ଘୋଷଣା କରିଛିି। ଏହାପୂର୍ବରୁ ୩୧ ଜଣ ପ୍ରାର୍ଥୀ ଘୋଷଣା କରିଥିଲା। ଏହି ତାଲିକାରେ ଏସପି ଟିଏମସିକୁ ଭଦୋହି ଲୋକସଭା ଆସନ ଦେଇଛି। ଲଲିତେଶ ପତି ତ୍ରିପାଠୀ ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।

ପ୍ରାର୍ଥୀ ତାଲିକାରେ ଏସପି ବିଜନୋର ଯଶବୀର ସିଂ, ନାଗିନାରୁ ମନୋଜ କୁମାର, ମେରୁଠରୁ ଭାନୁ ପ୍ରତାପ ସିଂ, ଆଲିଗଡରୁ ବିଜନ୍ଦ୍ର ସିଂ, ହାତରସରୁ ଜସଭୀର ବାଲ୍ମିକ, ଲାଲଗଞ୍ଜର ଇନ୍ସପେକ୍ଟର ସରୋଜଙ୍କୁ ଟିକେଟ ଦେଇଛି। ଇଣ୍ଡିମା ମେଣ୍ଟର ସିଟ୍‌ ବୁଝାମଣା ଯୋଗୁ ଏସପି ଟିଏମସିକୁ ଗୋଟିଏ ସିଟ ଦେଇଛି।

କହିରଖୁଛି କି, ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି, କଂଗ୍ରେସ ଏବଂ ଟିଏମସି ମଧ୍ୟରେ ମେଣ୍ଟ ହୋଇଛି। ନିର୍ବାଚନରେ ଏସପି ୧୭ଟି ଆସନ ଦେଇଛି।

The post ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ଏସପି, ଟିଏମସିକୁ ଦେଲା ଗୋଟିଏ ସିଟ୍‌ appeared first on Dharitri Odia News.