ଧରାପଡ଼ିଲେ ରଶ୍ମିକାଙ୍କ ‘ଡିପ୍ଫେକ୍’ ଭିଡିଓ କରିଥିବା ଅଭିଯୁକ୍ତ
ବମ୍ବେ: ସୋସିଆଲ ମିଡିଆର ବହୁଳ ବ୍ୟବହାର ସହ ‘ଡିପ୍ଫେକ୍’ ମାମଲା ବଢ଼ିବାରେ ଲାଗିଛି। ବଡ଼ ବଡ଼ ସେଲିବ୍ରିଟିମାନଙ୍କ ଭିଡିଓ ଭାଇରାଲ ହେବା ପରେ ସରକାର କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଅଶ୍ଳିଳ ଭିଡିଓ ଭାଇରାଲ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ରିପୋର୍ଟ ମୁତାବକ, ରଶ୍ମିକାଙ୍କ ଡିପ୍ଫେକ୍ ଭିଡିଓ କରିଥିବା ଅଭିଯୁକ୍ତଙ୍କୁ ପୋଲିସ କାବୁ କରିଛି। ଆନ୍ଧ୍ର ପ୍ରଦେଶରୁ ତାଙ୍କୁ ଗିରଫ କରାଯାଇଛି। ନଭେମ୍ବର ୨୦୨୩ରେ ସେ ଅଭିନେତ୍ରୀଙ୍କ ଡିପ୍ଫେକ୍ […] The post ଧରାପଡ଼ିଲେ ରଶ୍ମିକାଙ୍କ ‘ଡିପ୍ଫେକ୍’ ଭିଡିଓ କରିଥିବା ଅଭିଯୁକ୍ତ appeared first on Dharitri Odia News.
ବମ୍ବେ: ସୋସିଆଲ ମିଡିଆର ବହୁଳ ବ୍ୟବହାର ସହ ‘ଡିପ୍ଫେକ୍’ ମାମଲା ବଢ଼ିବାରେ ଲାଗିଛି। ବଡ଼ ବଡ଼ ସେଲିବ୍ରିଟିମାନଙ୍କ ଭିଡିଓ ଭାଇରାଲ ହେବା ପରେ ସରକାର କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଅଶ୍ଳିଳ ଭିଡିଓ ଭାଇରାଲ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ରିପୋର୍ଟ ମୁତାବକ, ରଶ୍ମିକାଙ୍କ ଡିପ୍ଫେକ୍ ଭିଡିଓ କରିଥିବା ଅଭିଯୁକ୍ତଙ୍କୁ ପୋଲିସ କାବୁ କରିଛି। ଆନ୍ଧ୍ର ପ୍ରଦେଶରୁ ତାଙ୍କୁ ଗିରଫ କରାଯାଇଛି। ନଭେମ୍ବର ୨୦୨୩ରେ ସେ ଅଭିନେତ୍ରୀଙ୍କ ଡିପ୍ଫେକ୍ ଭିଡିଓ କରି ଭାଇରାଲ କରିଥିଲେ। ତାଙ୍କ ବିରୋଧରେ ଭାରତୀୟ ପେନାଲ କୋଡର ଧାରା ୪୬୫, ୪୬୯ ଏବଂ ୬୬ ଅନୁଯାୟୀ ମାମଲା ରୁଜୁ କରିଛି।
The post ଧରାପଡ଼ିଲେ ରଶ୍ମିକାଙ୍କ ‘ଡିପ୍ଫେକ୍’ ଭିଡିଓ କରିଥିବା ଅଭିଯୁକ୍ତ appeared first on Dharitri Odia News.