“ଧର୍ମନିରପେକ୍ଷତା ୟୁରୋପୀୟ ଧାରଣା, ଭାରତରେ ଏହାର ଆବଶ୍ୟକତା ନାହିଁ”: ତାମିଲନାଡୁ ରାଜ୍ୟପାଳ

ଚେନ୍ନାଇ,୨୩।୯: ଧର୍ମନିରପେକ୍ଷତାର ଉତ୍ପତ୍ତି ତଥା ଏହାର ଅର୍ଥ ଉପରେ ତାମିଲନାଡୁର ରାଜ୍ୟପାଳ ଆର.ଏନ୍ ରବିଙ୍କ ମନ୍ତବ୍ୟ ପୁଣି ଏକ ବଡ଼ ବିବାଦ ସୃଷ୍ଟି କରିଛି। ଏହି ମନ୍ତବ୍ୟ ଉପରେ ତୁରନ୍ତ ପ୍ରତିକ୍ରିୟା ଦେଇ କଂଗ୍ରେସ ତଥା ଅନ୍ୟ ଦଳର ନେତାମାନେ ଏହାକୁ ଏକ ଦାୟିତ୍ୱହୀନ ମନ୍ତବ୍ୟ ବୋଲି କହିଛନ୍ତି। ତାମିଲନାଡୁର କନ୍ୟାକୁମାରୀରେ ଏକ ସାଧାରଣ କାର୍ଯ୍ୟକ୍ରମରେ ରବି ଧର୍ମନିରପେକ୍ଷତାକୁ ଏକ ଧାରଣା ବୋଲି ବର୍ଣ୍ଣନା କରିଛନ୍ତି ଯାହା ପାଶ୍ଚାତ୍ୟର ଦୂର ଦେଶରୁ ଆସିଛି, ଯାହାର ଭାରତରେ ଘର […] The post “ଧର୍ମନିରପେକ୍ଷତା ୟୁରୋପୀୟ ଧାରଣା, ଭାରତରେ ଏହାର ଆବଶ୍ୟକତା ନାହିଁ”: ତାମିଲନାଡୁ ରାଜ୍ୟପାଳ appeared first on Dharitri Odia News.

“ଧର୍ମନିରପେକ୍ଷତା ୟୁରୋପୀୟ ଧାରଣା, ଭାରତରେ ଏହାର ଆବଶ୍ୟକତା ନାହିଁ”: ତାମିଲନାଡୁ ରାଜ୍ୟପାଳ

ଚେନ୍ନାଇ,୨୩।୯: ଧର୍ମନିରପେକ୍ଷତାର ଉତ୍ପତ୍ତି ତଥା ଏହାର ଅର୍ଥ ଉପରେ ତାମିଲନାଡୁର ରାଜ୍ୟପାଳ ଆର.ଏନ୍ ରବିଙ୍କ ମନ୍ତବ୍ୟ ପୁଣି ଏକ ବଡ଼ ବିବାଦ ସୃଷ୍ଟି କରିଛି। ଏହି ମନ୍ତବ୍ୟ ଉପରେ ତୁରନ୍ତ ପ୍ରତିକ୍ରିୟା ଦେଇ କଂଗ୍ରେସ ତଥା ଅନ୍ୟ ଦଳର ନେତାମାନେ ଏହାକୁ ଏକ ଦାୟିତ୍ୱହୀନ ମନ୍ତବ୍ୟ ବୋଲି କହିଛନ୍ତି।

ତାମିଲନାଡୁର କନ୍ୟାକୁମାରୀରେ ଏକ ସାଧାରଣ କାର୍ଯ୍ୟକ୍ରମରେ ରବି ଧର୍ମନିରପେକ୍ଷତାକୁ ଏକ ଧାରଣା ବୋଲି ବର୍ଣ୍ଣନା କରିଛନ୍ତି ଯାହା ପାଶ୍ଚାତ୍ୟର ଦୂର ଦେଶରୁ ଆସିଛି, ଯାହାର ଭାରତରେ ଘର ନାହିଁ।

“ଏହି ଦେଶର ଲୋକଙ୍କ ଉପରେ ଅନେକ ଠକେଇ କରାଯାଇଛି ଏବଂ ସେଥିମଧ୍ୟରୁ ଗୋଟିଏ ହେଉଛି ଧର୍ମନିରପେକ୍ଷତାର ଭୁଲ ବ୍ୟାଖ୍ୟା ଦେବାକୁ ଚେଷ୍ଟା କରାଯାଇଛି। ଧର୍ମନିରପେକ୍ଷତାର ଅର୍ଥ କ’ଣ? ଧର୍ମନିରପେକ୍ଷତା ଏକ ୟୁରୋପୀୟ ଧାରଣା, ଏବଂ ଏହା ଏକ ଭାରତୀୟ ଧାରଣା ନୁହେଁ, ଉପସ୍ଥିତ ଲୋକଙ୍କୁ ରବି କହିଛନ୍ତି।

The post “ଧର୍ମନିରପେକ୍ଷତା ୟୁରୋପୀୟ ଧାରଣା, ଭାରତରେ ଏହାର ଆବଶ୍ୟକତା ନାହିଁ”: ତାମିଲନାଡୁ ରାଜ୍ୟପାଳ appeared first on Dharitri Odia News.