ଧର୍ମଶାଳାରେ ବିଜେପିର ଜୋରଦାର ପ୍ରଚାର,ଘର ଘର ବୁଲି ଭୋଟ୍ ମାଗିଲେ ପ୍ରାର୍ଥୀ

ଚଣ୍ଡିଖୋଲ ୨୧/୫: ଯାଜପୁରରେ ବିଜେପି ପ୍ରାର୍ଥୀଙ୍କ କ୍ୟାମ୍ପେନ ଜୋରଦାର । କଂପୁଛି ପ୍ରଚାର ମୈଦାନ । ଘର ଘର ବୁଲି ଭୋଟ୍‌ ମାଗୁଛନ୍ତି ପ୍ରାର୍ଥୀ । ଧର୍ମଶାଳା ନିର୍ବାଚନ ମଣ୍ଡଳୀର ରାଇଛନ୍ଦା ସ୍ଥିତ ବାରକଣା ଖେଳ ପଡିଆରେ କର୍ମୀ ସମ୍ମିଳନୀ କରିଛି ବିଜେପି । ବିଜେପି ବିଧାୟକ ପ୍ରାର୍ଥୀ ସ୍ମୃତିରେଖା ପହି ଓ ସାଂସଦ ପ୍ରାର୍ଥୀ ରବିନାରାୟଣ ବେହେରା ଯୋଗଦେଇ ଭୋଟ୍ ଭିକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକାଶମୂଳକ ଯୋଜନାକୁ ନେଇ ଆମେ ଲୋକଙ୍କ ପାଖକୁ ଯାଉଛୁ । ଲୋକଙ୍କ ମନ ଜିତିବାରେ ସଫଳ ହେବୁ ବୋଲି କହିଛନ୍ତି ବିଧାୟକ ପ୍ରାର୍ଥୀ ସ୍ମୃତିରେଖା ।