ଧୁମଧାମରେ ପାଳିତ ହେଲା ହଣ୍ଡାତଟା ଦୋଳ ମେଳଣ, ସୁସଜ୍ଜିତ ବିମାନରେ ଆସି ଫଗୁ ଖେଳିଲେ ରାଧାକୃଷ୍ଣ
ଚଣ୍ଡିଖୋଲ ୨୯।୩: ଯାଜପୁର ଜିଲ୍ଲା ବଡ଼ଚଣା ଧାନ ମଣ୍ଡଳ ହଣ୍ଡାତଟା ଧୁମଧାମରେ ପାଳିତ ହୋଇଛି ଦୋଳ ମେଳଣ । ସୁସଜ୍ଜିତ ବିମାନରେ ପ୍ରଭୁ ରାଧାକୃଷ୍ଣ ଆସି ଫଗୁ ଖେଳିଛନ୍ତି । ଚଳିତ ବର୍ଷ ହଣ୍ଡାତଟା ମେଳଣରେ ୧୦ଟି ବିମାନ ବାଜା ରୋଶଣୀ ସହ ପାରମ୍ପରିକ ଘୋଡାନାଚ ଓ ଲଉଡ଼ି ଖେଳ ସହିତ ମେଳଣ ପଡିଆରେ ପହଞ୍ଚିଥିଲେ । ପ୍ରଥମେ ଥାନପତି ବିମାନସୁଙ୍ଗୁଡ଼ା ମଠ ଲକ୍ଷ୍ମଣ ବାଲାଜୀ ପହଞ୍ଚିବା ପରେ ଅନ୍ୟସବୁ ବିମାନ ପହଞ୍ଚି ଥିଲେ । ପରମ୍ପରା ଅନୁଯାୟୀ ମେଳଣ କମିଟି ସଭ୍ୟ ସମସ୍ତ ବିମାନକୁ ସ୍ୱାଗତ କରିବା ସହ ରାଧାକୃଷ୍ଣଙ୍କୁ ପୂଜାର୍ଚ୍ଚନା କରାଯାଇ ଭୋଗ ୮୫ ବର୍ଷରୁ ଉର୍ଦ୍ଧ୍ବ ବର୍ଷ ହେବ ଏହି ମେଳଣ ଅନୁଷ୍ଠିତ ହୋଇ ଆସୁଛି । ସେହିପରି ମେଳଣ ପଡିଆରେ ରଙ୍ଗାରଙ୍ଗ, ଭଜନ ସନ୍ଧ୍ୟା, ଲଉଡି ଖେଳ, ସଙ୍କୀର୍ତ୍ତନ, ରଙ୍ଗଖେଳ, ବାଜା ରୋଶଣୀରେ ବିମାନ ଗୁଡିକ ପହଞ୍ଚିବା ପରେ ମେଳଣ କମିଟି ପକ୍ଷରୁ ସମସ୍ତ ଦୋଳ ବିମାନକୁ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇ ଭୋଗଲାଗି କରାଯାଇଥିଲା ।You Can Read :ଓଡିଶା ଲୋକ ମନ ବଳାଇ ସାରିଲେଣି, ଡବଲ୍ ଇଞ୍ଜିନ ସରକାର ହେବ : ଅନୀଲ ବିଶ୍ବାଳ
ଚଣ୍ଡିଖୋଲ ୨୯।୩: ଯାଜପୁର ଜିଲ୍ଲା ବଡ଼ଚଣା ଧାନ ମଣ୍ଡଳ ହଣ୍ଡାତଟା ଧୁମଧାମରେ ପାଳିତ ହୋଇଛି ଦୋଳ ମେଳଣ । ସୁସଜ୍ଜିତ ବିମାନରେ ପ୍ରଭୁ ରାଧାକୃଷ୍ଣ ଆସି ଫଗୁ ଖେଳିଛନ୍ତି । ଚଳିତ ବର୍ଷ ହଣ୍ଡାତଟା ମେଳଣରେ ୧୦ଟି ବିମାନ ବାଜା ରୋଶଣୀ ସହ ପାରମ୍ପରିକ ଘୋଡାନାଚ ଓ ଲଉଡ଼ି ଖେଳ ସହିତ ମେଳଣ ପଡିଆରେ ପହଞ୍ଚିଥିଲେ । ପ୍ରଥମେ ଥାନପତି ବିମାନସୁଙ୍ଗୁଡ଼ା ମଠ ଲକ୍ଷ୍ମଣ ବାଲାଜୀ ପହଞ୍ଚିବା ପରେ ଅନ୍ୟସବୁ ବିମାନ ପହଞ୍ଚି ଥିଲେ । ପରମ୍ପରା ଅନୁଯାୟୀ ମେଳଣ କମିଟି ସଭ୍ୟ ସମସ୍ତ ବିମାନକୁ ସ୍ୱାଗତ କରିବା ସହ ରାଧାକୃଷ୍ଣଙ୍କୁ ପୂଜାର୍ଚ୍ଚନା କରାଯାଇ ଭୋଗ
୮୫ ବର୍ଷରୁ ଉର୍ଦ୍ଧ୍ବ ବର୍ଷ ହେବ ଏହି ମେଳଣ ଅନୁଷ୍ଠିତ ହୋଇ ଆସୁଛି । ସେହିପରି ମେଳଣ ପଡିଆରେ ରଙ୍ଗାରଙ୍ଗ, ଭଜନ ସନ୍ଧ୍ୟା, ଲଉଡି ଖେଳ, ସଙ୍କୀର୍ତ୍ତନ, ରଙ୍ଗଖେଳ, ବାଜା ରୋଶଣୀରେ ବିମାନ ଗୁଡିକ ପହଞ୍ଚିବା ପରେ ମେଳଣ କମିଟି ପକ୍ଷରୁ ସମସ୍ତ ଦୋଳ ବିମାନକୁ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇ ଭୋଗଲାଗି କରାଯାଇଥିଲା ।
You Can Read :
ଓଡିଶା ଲୋକ ମନ ବଳାଇ ସାରିଲେଣି, ଡବଲ୍ ଇଞ୍ଜିନ ସରକାର ହେବ : ଅନୀଲ ବିଶ୍ବାଳ