ନକଲି ଅଏଲ୍ କମ୍ପାନୀରେ ଚଢାଉ, ନାମୀଦାମୀ ବ୍ରାଣ୍ଡ୍‌ରେ ବିକ୍ରି ହେଉଥିଲା ଡୁପ୍ଲିକେଟ୍

କଟକ ୪।୬: ନକଲି ସକ୍‌ଅବଜରବର ଅଏଲ୍ କମ୍ପାନୀ ଉପରେ ଚଢ଼ାଉ । କଟକ ଜଗତପୁର ସ୍ଥିତ ସୁନାରିବଣରେ ଥିବା ଅଏଲ୍ କମ୍ପାନୀରେ ଚଢ଼ାଉ କରିଛି ଜଗତପୁର ଥାନା ପୋଲିସ । ବିଭିନ୍ନ ନାମୀ କମ୍ପାନୀ ନାମରେ ବିକ୍ରି ହେଉଥିଲା ନକଲି ସକ୍‌ଅବଜରବର ଅଏଲ୍ । ତେବେ ଗାଁ ଭିତରେ ଦୀର୍ଘଦିନ ଧରି ଚାଲିଥିଲା ଏହି ନକଲି କମ୍ପାନୀ । ପୋଡ଼ା ଇଞ୍ଜିନ ଅଏଲରୁ ତିଆରି ହେଉଥିଲା ଏହି ସକ୍‌ଅବଜରବର ଅଏଲ୍ । ଚଢାଉ ବେଳେ କମ୍ପାନୀ ତାଲା ଭାଙ୍ଗି ପଶିଲା ପୋଲିସ । କମ୍ପାନୀ ଭିତରେ ପଶି ସବୁକିଛି ତନଖି ଦେଖୁଛି ପୋଲିସ ।You Can Read:ବର୍ଷା ପରେ ବି ରାଜଧାନୀରେ ସକାଳୁ ସକାଳୁ ଅସହ୍ୟ ତାତି, ପଶ୍ଚିମରୁ ଉପକୂଳ ଜଳୁଛି ଓଡ଼ିଶା

ନକଲି ଅଏଲ୍ କମ୍ପାନୀରେ ଚଢାଉ, ନାମୀଦାମୀ ବ୍ରାଣ୍ଡ୍‌ରେ ବିକ୍ରି ହେଉଥିଲା ଡୁପ୍ଲିକେଟ୍

କଟକ ୪।୬: ନକଲି ସକ୍‌ଅବଜରବର ଅଏଲ୍ କମ୍ପାନୀ ଉପରେ ଚଢ଼ାଉ । କଟକ ଜଗତପୁର ସ୍ଥିତ ସୁନାରିବଣରେ ଥିବା ଅଏଲ୍ କମ୍ପାନୀରେ ଚଢ଼ାଉ କରିଛି ଜଗତପୁର ଥାନା ପୋଲିସ । ବିଭିନ୍ନ ନାମୀ କମ୍ପାନୀ ନାମରେ ବିକ୍ରି ହେଉଥିଲା ନକଲି ସକ୍‌ଅବଜରବର ଅଏଲ୍ । 

ତେବେ ଗାଁ ଭିତରେ ଦୀର୍ଘଦିନ ଧରି ଚାଲିଥିଲା ଏହି ନକଲି କମ୍ପାନୀ । ପୋଡ଼ା ଇଞ୍ଜିନ ଅଏଲରୁ ତିଆରି ହେଉଥିଲା ଏହି ସକ୍‌ଅବଜରବର ଅଏଲ୍ । ଚଢାଉ ବେଳେ କମ୍ପାନୀ ତାଲା ଭାଙ୍ଗି ପଶିଲା ପୋଲିସ । କମ୍ପାନୀ ଭିତରେ ପଶି ସବୁକିଛି ତନଖି ଦେଖୁଛି ପୋଲିସ ।

You Can Read:

ବର୍ଷା ପରେ ବି ରାଜଧାନୀରେ ସକାଳୁ ସକାଳୁ ଅସହ୍ୟ ତାତି, ପଶ୍ଚିମରୁ ଉପକୂଳ ଜଳୁଛି ଓଡ଼ିଶା