ନକଲିକୁ ଧରିଲା ଅସଲି ପୋଲିସ, ନକଲି କ୍ରାଇମବ୍ରାଞ୍ଚ ଓ ଆଇପିଏସ ଅଫିସର ଆଇଡ଼ି କାର୍ଡ ଜବତ
କଣ୍ଟାବାଞ୍ଜି: ନକଲି ଆଇପିଏସ କୁ ଧରିଲା ଅସଲି ପୋଲିସ । ଗତକାଲି ନୂଆପଡ଼ା ରୁ ଭଡା ବୋଲେରୋରେ ଆସି ମୁରିବାହାଲରେ ଭଡା ଗାଡି କୁ ଲୁଟ କରିବା ଉଦ୍ୟମ ପଡିଲା ମହଙ୍ଗା । ମୁଖ୍ୟ ଅଭିଯୁକ୍ତ ସହ ୩ ଜଣ ଙ୍କୁ ଗିରଫ କଲା ମୁରିବାହାଲ ପୋଲିସ,ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲେ କଣ୍ଟାବାଞ୍ଜି ଏସଡିପିଓ । ଅଭିଯୁକ୍ତଙ୍କ ଠାରୁ ନକଲି ଆଇପିଏସ ଅଫିସର ପୋଷାକ,ନକଲି କ୍ରାଇମବ୍ରାଞ୍ଚ ଅଫିସର ଆଇଡ଼ି କାର୍ଡ,ସହ ବିଭିନ୍ନ ନକଲି ସାମଗ୍ରୀ ଜବତ […] The post ନକଲିକୁ ଧରିଲା ଅସଲି ପୋଲିସ, ନକଲି କ୍ରାଇମବ୍ରାଞ୍ଚ ଓ ଆଇପିଏସ ଅଫିସର ଆଇଡ଼ି କାର୍ଡ ଜବତ appeared first on KNews Odisha.

କଣ୍ଟାବାଞ୍ଜି: ନକଲି ଆଇପିଏସ କୁ ଧରିଲା ଅସଲି ପୋଲିସ । ଗତକାଲି ନୂଆପଡ଼ା ରୁ ଭଡା ବୋଲେରୋରେ ଆସି ମୁରିବାହାଲରେ ଭଡା ଗାଡି କୁ ଲୁଟ କରିବା ଉଦ୍ୟମ ପଡିଲା ମହଙ୍ଗା । ମୁଖ୍ୟ ଅଭିଯୁକ୍ତ ସହ ୩ ଜଣ ଙ୍କୁ ଗିରଫ କଲା ମୁରିବାହାଲ ପୋଲିସ,ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲେ କଣ୍ଟାବାଞ୍ଜି ଏସଡିପିଓ । ଅଭିଯୁକ୍ତଙ୍କ ଠାରୁ ନକଲି ଆଇପିଏସ ଅଫିସର ପୋଷାକ,ନକଲି କ୍ରାଇମବ୍ରାଞ୍ଚ ଅଫିସର ଆଇଡ଼ି କାର୍ଡ,ସହ ବିଭିନ୍ନ ନକଲି ସାମଗ୍ରୀ ଜବତ କରିଛି ପୋଲିସ। ଅଞ୍ଚଳ ରେ ବିଭିନ୍ନ ସମୟ ରେ ଲୁଟ ପାଟ କରିବା ପାଇଁ ଯୋଜନା କରୁଥିବା ନେଇ ପୋଲିସ ର ସୂଚନା ।
The post ନକଲିକୁ ଧରିଲା ଅସଲି ପୋଲିସ, ନକଲି କ୍ରାଇମବ୍ରାଞ୍ଚ ଓ ଆଇପିଏସ ଅଫିସର ଆଇଡ଼ି କାର୍ଡ ଜବତ appeared first on KNews Odisha.