ନବୀନ ନିବାସରେ ପହଁଚିଲେ ବରିଷ୍ଠ ବିଜେଡି ନେତା

ଭୁବନେଶ୍ୱର:ନବୀନ ନିବାସରେ ପହଞ୍ଚିଛନ୍ତି ବରିଷ୍ଠ ବିଜେଡି ନେତା। ବିଜେଡି ନେତା ପ୍ରଦୀପ ଅମାତ, ପ୍ରଫୁଲ୍ଲ ମଲ୍ଲିକ, ଉଷା ଦେବୀ ନବୀନ ନିବାସ ଯାଇ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସାଂଗଠନିକ କାର୍ଯ୍ୟକ୍ରମ ନେଇ ଆଲୋଚନା ହୋଇଥିବା ନେଇ କହିଛନ୍ତି ପ୍ରଫୁଲ୍ଲ ମଲ୍ଲିକ । ଦଳ ଏଭଳି ପରାଜୟ କରିବ ବୋଲି ଆଶା କରିନଥିବା ଉଷା ଦେବୀ କହିଛନ୍ତି। ସେହିପରି ରଘୁନାଥ ମହାନ୍ତି ଓ ତାଙ୍କ ପୁଅ ମଧ୍ୟ ନବୀନଙ୍କୁ ଭେଟି […]

ନବୀନ ନିବାସରେ ପହଁଚିଲେ ବରିଷ୍ଠ ବିଜେଡି ନେତା
ନବୀନ ନିବାସରେ ପହଁଚିଲେ ବରିଷ୍ଠ ବିଜେଡି ନେତା

ଭୁବନେଶ୍ୱର:ନବୀନ ନିବାସରେ ପହଞ୍ଚିଛନ୍ତି ବରିଷ୍ଠ ବିଜେଡି ନେତା। ବିଜେଡି ନେତା ପ୍ରଦୀପ ଅମାତ, ପ୍ରଫୁଲ୍ଲ ମଲ୍ଲିକ, ଉଷା ଦେବୀ ନବୀନ ନିବାସ ଯାଇ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସାଂଗଠନିକ କାର୍ଯ୍ୟକ୍ରମ ନେଇ ଆଲୋଚନା ହୋଇଥିବା ନେଇ କହିଛନ୍ତି ପ୍ରଫୁଲ୍ଲ ମଲ୍ଲିକ । ଦଳ ଏଭଳି ପରାଜୟ କରିବ ବୋଲି ଆଶା କରିନଥିବା ଉଷା ଦେବୀ କହିଛନ୍ତି। ସେହିପରି ରଘୁନାଥ ମହାନ୍ତି ଓ ତାଙ୍କ ପୁଅ ମଧ୍ୟ ନବୀନଙ୍କୁ ଭେଟି ଆଲୋଚନା କରିଛନ୍ତି।