ନାଗା ଚୈତନ୍ୟ-ଶୋଭିତାଙ୍କ ମଧ୍ୟରୁ କିଏ ଅଧିକ ଧନୀ
ସାଉଥ୍ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ନିକଟରେ ଅଭିନେତ୍ରୀ ଶୋଭିତା ଧୂଲିପାଲଙ୍କୁ ବିପାହ କରିଚନ୍ତି। ଉଭୟଙ୍କ ବିବାହ ବେଶ୍ ଧୂମ୍ଧାମରେ ଅନୁଷ୍ଠିତ ହୋଇଥିଲା।ସାମନ୍ଥା ରୁଥ୍ ପ୍ରଭୁଙ୍କଠାରୁ ଛାଡପତ୍ର ପରେ ନାଗା ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କୁ ନିଜ ଜୀବନସାଥୀ ରୂପେ ବାଛିଛନ୍ତି। ନାଗାଙ୍କର ପ୍ରାୟ ୧୫୪ କୋଟି ଟଙ୍କା ସମ୍ପତ୍ତି ଥିବାବେଳେ ଶୋଭିତାଙ୍କ ନିଟ ମୂଲ୍ୟ ୧୦ କୋଟି ଟଙ୍କା ବୋଲି କୁହାଯାଉଛି। ଏହି ଦୃଷ୍ଟିରୁ ଶୋଭାଙ୍କ ଅପେକ୍ଷା ନାଗା ବହୁତ ଧନୀ। ଉଭୟଙ୍କ ମୋଟ ସମ୍ପତ୍ତି […] The post ନାଗା ଚୈତନ୍ୟ-ଶୋଭିତାଙ୍କ ମଧ୍ୟରୁ କିଏ ଅଧିକ ଧନୀ appeared first on Dharitri Odia News.
ସାଉଥ୍ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ନିକଟରେ ଅଭିନେତ୍ରୀ ଶୋଭିତା ଧୂଲିପାଲଙ୍କୁ ବିପାହ କରିଚନ୍ତି। ଉଭୟଙ୍କ ବିବାହ ବେଶ୍ ଧୂମ୍ଧାମରେ ଅନୁଷ୍ଠିତ ହୋଇଥିଲା।ସାମନ୍ଥା ରୁଥ୍ ପ୍ରଭୁଙ୍କଠାରୁ ଛାଡପତ୍ର ପରେ ନାଗା ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କୁ ନିଜ ଜୀବନସାଥୀ ରୂପେ ବାଛିଛନ୍ତି।
ନାଗାଙ୍କର ପ୍ରାୟ ୧୫୪ କୋଟି ଟଙ୍କା ସମ୍ପତ୍ତି ଥିବାବେଳେ ଶୋଭିତାଙ୍କ ନିଟ ମୂଲ୍ୟ ୧୦ କୋଟି ଟଙ୍କା ବୋଲି କୁହାଯାଉଛି।
ଏହି ଦୃଷ୍ଟିରୁ ଶୋଭାଙ୍କ ଅପେକ୍ଷା ନାଗା ବହୁତ ଧନୀ। ଉଭୟଙ୍କ ମୋଟ ସମ୍ପତ୍ତି ହେଉଛି ୧୬୪ କୋଟି ଟଙ୍କା।
ଶୋଭିତା ୨୦୧୬ରେ ଅନୁରାଗ କାଶ୍ୟପଙ୍କ ‘ରମଣ ରାଘବ ୨.୦’ ସହିତ ବଲିଉଡ ଜଗତରେ ପ୍ରବେଶ କରିଥିଲେ। କିନ୍ତୁ ଆମାଜନ ପ୍ରାଇମ ଭିଡିଓର ୱେବ ସିରିଜ ‘ମେଡ ଇନ ହିଭେନ୍’ରୁ ସେ ଦର୍ଶକଙ୍କଠାରୁ ପ୍ରଶଂସା ସାଉଁଟି ଥିଲେ।
The post ନାଗା ଚୈତନ୍ୟ-ଶୋଭିତାଙ୍କ ମଧ୍ୟରୁ କିଏ ଅଧିକ ଧନୀ appeared first on Dharitri Odia News.