ନାଗୁଣୀ କରୁଛି ଫଁ ଫଁ

ଘର ଭିତରୁ ବାହାରୁଛି ମେଞ୍ଚାମେଞ୍ଚା ନାଗ ଅଣ୍ଡା । ନାଗୁଣୀ କରୁଛି ଗର୍ଜନ । ନାଗକୁ ଖୋଜା ଚାଲିଛି । ପୁରୀ ଜିଲ୍ଲା ପିପିଲି ବ୍ଲକ ସାଁପୁର ଗାଁର ଲକ୍ଷ୍ମୀଧର ପ୍ରଧାନଙ୍କ ଗୁହାଳ ଘର ଭିତରର ଏ ହେଉଛି ଚିତ୍ର ।

ନାଗୁଣୀ କରୁଛି ଫଁ ଫଁ
Array