ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ ସଜ୍ଜା, ମୁଣ୍ଡିଆ ପାହାଡ଼କୁ ଟେକି ନେଇ କରିଥିଲା ଦୁଷ୍କର୍ମ

କଟକ ୧୯।୧୧: ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ ସଜ୍ଜା । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଜେଲ୍‌ରେ ରହିବ ଦୋଷୀ ବିକ୍ରମ ମାହୁନ୍ତ । ଦଣ୍ଡାଦେଶ ଶୁଣାଇଲେ କଟକ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ । ଜେଲ୍ ଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ଆଦାୟ ନିର୍ଦ୍ଦେଶ । ସୂଚନାଯୋଗ୍ୟ ଯେ, ୨୦୨୩ ଫେବୃଆରୀ ୫ ତାରିଖରେ ଘଟିଥିଲା ଦୁଷ୍କର୍ମ ଘଟଣା । କଟକ ଜିଲ୍ଲା କାନପୁର ଥାନା ଅଞ୍ଚଳରେ ଘଟିଥିଲା ଦୁଷ୍କର୍ମ ଘଟଣା । ୧୧ ବର୍ଷର ନାବାଳିକା ଉକ୍ତ ରାତିରେ ଘର ବାହାରକୁ ଶୌଚ ହେବା ପାଇଁ ଯାଇଥିଲେ । ଦୋଷୀ ବିକ୍ରମ ପୀଡିତାକୁ ନିକଟସ୍ଥ ମୁଣ୍ଡିଆ ପାହାଡ଼କୁ ଟେକି ନେଇଥିଲା । ପରେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲା । ପରେ ତାଙ୍କୁ ଠେଲି ଦେବାରୁ ପୀଡିତା ଆହତ ମଧ୍ୟ ହୋଇଥିଲେ । ତେବେ ଆଇପିସିର ଧାରା ୩୭୬(ଏବି) ଓ ପୋକ୍ସୋ ଆକ୍ଟ ଧାରା ୬ ଅନୁଯାୟୀ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୧୬ଜଣ ସାକ୍ଷୀ ଓ ୧୩ଟି ତଥ୍ୟ ପ୍ରମାଣ ଆଧାରରେ ବିକ୍ରମକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ ।You Can Read:ବାରହା ଜାଲରେ ପଡିଗଲା କଲରାପତରିଆ, ମାଂସ ଖାଇଗଲେ ମଣିଷ ! 

ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ ସଜ୍ଜା, ମୁଣ୍ଡିଆ ପାହାଡ଼କୁ ଟେକି ନେଇ କରିଥିଲା ଦୁଷ୍କର୍ମ

କଟକ ୧୯।୧୧: ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ ସଜ୍ଜା । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଜେଲ୍‌ରେ ରହିବ ଦୋଷୀ ବିକ୍ରମ ମାହୁନ୍ତ । ଦଣ୍ଡାଦେଶ ଶୁଣାଇଲେ କଟକ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ । ଜେଲ୍ ଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ଆଦାୟ ନିର୍ଦ୍ଦେଶ । 

ସୂଚନାଯୋଗ୍ୟ ଯେ, ୨୦୨୩ ଫେବୃଆରୀ ୫ ତାରିଖରେ ଘଟିଥିଲା ଦୁଷ୍କର୍ମ ଘଟଣା । କଟକ ଜିଲ୍ଲା କାନପୁର ଥାନା ଅଞ୍ଚଳରେ ଘଟିଥିଲା ଦୁଷ୍କର୍ମ ଘଟଣା । ୧୧ ବର୍ଷର ନାବାଳିକା ଉକ୍ତ ରାତିରେ ଘର ବାହାରକୁ ଶୌଚ ହେବା ପାଇଁ ଯାଇଥିଲେ । ଦୋଷୀ ବିକ୍ରମ ପୀଡିତାକୁ ନିକଟସ୍ଥ ମୁଣ୍ଡିଆ ପାହାଡ଼କୁ ଟେକି ନେଇଥିଲା । ପରେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲା । ପରେ ତାଙ୍କୁ ଠେଲି ଦେବାରୁ ପୀଡିତା ଆହତ ମଧ୍ୟ ହୋଇଥିଲେ । ତେବେ ଆଇପିସିର ଧାରା ୩୭୬(ଏବି) ଓ ପୋକ୍ସୋ ଆକ୍ଟ ଧାରା ୬ ଅନୁଯାୟୀ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୧୬ଜଣ ସାକ୍ଷୀ ଓ ୧୩ଟି ତଥ୍ୟ ପ୍ରମାଣ ଆଧାରରେ ବିକ୍ରମକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ ।

You Can Read:

ବାରହା ଜାଲରେ ପଡିଗଲା କଲରାପତରିଆ, ମାଂସ ଖାଇଗଲେ ମଣିଷ !