ନାମ୍ବିଆକୁ ହରାଇ କ୍ୱାର୍ଟରରେ ପହଞ୍ଚିଲା ଭାରତ
ମକ୍ସଟ,୨୫ା୧: ମକ୍ସଟରେ ଚାଲିଥିବା ଏଫ୍ଆଇଏଚ୍ ୫ ଏ-ସାଇଡ ମହିଳା ହକି ବିଶ୍ୱକପର ଏକ ମ୍ୟାଚରେ ନାମ୍ବିଆକୁ ୭-୨ ଗୋଲ୍ରେ ପରାସ୍ତ କରି ଭାରତ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ପୁଲ୍ ‘ସି’ରେ ଭାରତର ଏହା ହେଉଛି କ୍ରମାଗତ ତୃତୀୟ ବିଜୟ। ଭାରତ ବର୍ତ୍ତମାନ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ ଶୁକ୍ରବାର ପୁଲ୍ ‘ଡି’ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଥିବା ନ୍ୟୁଜିଲାଣ୍ଡ ସହ ମୁକାବିଲା କରିବ। ଭାରତ ପ୍ରଥମ ମ୍ୟାଚରେ ପୋଲାଣ୍ଡକୁ ୫-୪ରେ ଏବଂ ଦ୍ୱିତୀୟ ମ୍ୟାଚରେ ୟୁଏସ୍ଏକୁ […] The post ନାମ୍ବିଆକୁ ହରାଇ କ୍ୱାର୍ଟରରେ ପହଞ୍ଚିଲା ଭାରତ appeared first on Dharitri Odia News.
ମକ୍ସଟ,୨୫ା୧: ମକ୍ସଟରେ ଚାଲିଥିବା ଏଫ୍ଆଇଏଚ୍ ୫ ଏ-ସାଇଡ ମହିଳା ହକି ବିଶ୍ୱକପର ଏକ ମ୍ୟାଚରେ ନାମ୍ବିଆକୁ ୭-୨ ଗୋଲ୍ରେ ପରାସ୍ତ କରି ଭାରତ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ପୁଲ୍ ‘ସି’ରେ ଭାରତର ଏହା ହେଉଛି କ୍ରମାଗତ ତୃତୀୟ ବିଜୟ। ଭାରତ ବର୍ତ୍ତମାନ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ ଶୁକ୍ରବାର ପୁଲ୍ ‘ଡି’ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଥିବା ନ୍ୟୁଜିଲାଣ୍ଡ ସହ ମୁକାବିଲା କରିବ। ଭାରତ ପ୍ରଥମ ମ୍ୟାଚରେ ପୋଲାଣ୍ଡକୁ ୫-୪ରେ ଏବଂ ଦ୍ୱିତୀୟ ମ୍ୟାଚରେ ୟୁଏସ୍ଏକୁ ୭-୩ ଗୋଲ୍ରେ ହରାଇ ଦେଇଛି।
The post ନାମ୍ବିଆକୁ ହରାଇ କ୍ୱାର୍ଟରରେ ପହଞ୍ଚିଲା ଭାରତ appeared first on Dharitri Odia News.