ନାଳରେ ଓଲଟିଲା ଟ୍ରାକ୍ଟର, ୨ ଭଉଣୀ ମୃତ

ଯାଜପୁର: ଯାଜପୁର ରୋଡ଼ ଥାନା ଯୋଡାବର ଅଞ୍ଚଳରେ ଅଘଟଣ। ଧାନ ଅମଳ ମେସିନ୍ ନେଇ ଯାଉଥିବାବେଳେ ନାଳରେ ଓଲଟି ପଡ଼ିଲା ଟ୍ରାକ୍ଟର। ଘଟଣାସ୍ଥଳରେ ୨ ଭଉଣୀଙ୍କ ମୃତ୍ୟୁ ଘଟିଥିବାବେଳେ ଟ୍ରାକ୍ଟର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତ।  ଟ୍ରାକ୍ଟର ଉପରେ ବସି ବିଲକୁ ଯାଉଥିଲେ ୨ ଭଉଣୀ । ଦୁଇ ଭଉଣୀଙ୍କ ବୟସ ୧୪ ଓ ୧୧ ବର୍ଷ ବୋଲି ଜଣା ପଡ଼ିଛି।

ନାଳରେ ଓଲଟିଲା ଟ୍ରାକ୍ଟର, ୨ ଭଉଣୀ ମୃତ
death