ନିଜ ସଫଳତାର ସଙ୍ଘର୍ଷ ସେୟାର କଲେ ଭାରତୀୟ ଇଞ୍ଜିନିୟର ଦ୍ରୁବ୍ ଲୋୟା

କଷ୍ଟ କଲେ ନିଶ୍ଚୟ ସଫଳତା ମିଳେ । କିନ୍ତୁ ଏହି ସଫଳତାକୁ ପାଇବା ପାଇଁ ସମସ୍ତଙ୍କୁ ଧର୍ଯ୍ୟ ରଖିବାକୁ ପଡିବ । ନିଜର ଲକ୍ଷ୍ୟକୁ ସଫଳ କରିବା ପାଇଁ ବହୁତ୍ ଜଣ ଚେଷ୍ଟା କରନ୍ତି କିନ୍ତୁ କିଛି ଜଣ ଲକ୍ଷ୍ୟ ପଥରୁ ଓହରି ଯାଆନ୍ତି । ଆଜି ଆମେ ଏଭଳି ଏକ କାହାଣୀ ଆପଣଙ୍କ ଆଗରେ କହିବୁ ଯାହା ସମସ୍ତଙ୍କ ପାଇଁ ପ୍ରେରଣା ଯୋଗାଇବ ନିଶ୍ଚୟ । ଜଣେ ଭାରତୀୟ ଇଞ୍ଜିନିୟର ନିଜର ସ୍ୱପ୍ନର ଚାକିରି କରିବା […] The post ନିଜ ସଫଳତାର ସଙ୍ଘର୍ଷ ସେୟାର କଲେ ଭାରତୀୟ ଇଞ୍ଜିନିୟର ଦ୍ରୁବ୍ ଲୋୟା appeared first on KNews Odisha.

ନିଜ ସଫଳତାର ସଙ୍ଘର୍ଷ ସେୟାର କଲେ ଭାରତୀୟ ଇଞ୍ଜିନିୟର ଦ୍ରୁବ୍ ଲୋୟା
drub loya

କଷ୍ଟ କଲେ ନିଶ୍ଚୟ ସଫଳତା ମିଳେ । କିନ୍ତୁ ଏହି ସଫଳତାକୁ ପାଇବା ପାଇଁ ସମସ୍ତଙ୍କୁ ଧର୍ଯ୍ୟ ରଖିବାକୁ ପଡିବ । ନିଜର ଲକ୍ଷ୍ୟକୁ ସଫଳ କରିବା ପାଇଁ ବହୁତ୍ ଜଣ ଚେଷ୍ଟା କରନ୍ତି କିନ୍ତୁ କିଛି ଜଣ ଲକ୍ଷ୍ୟ ପଥରୁ ଓହରି ଯାଆନ୍ତି । ଆଜି ଆମେ ଏଭଳି ଏକ କାହାଣୀ ଆପଣଙ୍କ ଆଗରେ କହିବୁ ଯାହା ସମସ୍ତଙ୍କ ପାଇଁ ପ୍ରେରଣା ଯୋଗାଇବ ନିଶ୍ଚୟ । ଜଣେ ଭାରତୀୟ ଇଞ୍ଜିନିୟର ନିଜର ସ୍ୱପ୍ନର ଚାକିରି କରିବା ପାଇଁ ତାଙ୍କୁ କେତେ କଷ୍ଟ କରିବାକୁ ପଡ଼ିଥିଲା ଓ ଶେଷରେ ସେ ସଫଳ ହୋଇଥିଲେ ତାହା ସେ ସେୟାର କରିଛନ୍ତି । ନା ତାଙ୍କର ଦ୍ରୁବ୍ ଲୋୟା ।

ସେ ଚାକିରି କରିବା ପାଇଁ ୩୦୦ ଟି ଆପ୍ଲିକେସନ ୫୦୦ଟି କୋଲ୍ଡ ଇମେଲ,୧୦ ଟି ଇଣ୍ଟର୍ଭ୍ୟୁ ଏଵଂ ଗୋଟିଏ ଅଫର୍ ଦେଇଥିଲେ । କିନ୍ତୁ ଏତେ ସବୁ କଲା ପରେ ନିଜର ଧର୍ଯ୍ୟ ହରାଇ ନଥିଲେ । ଶେଷରେ ସେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଥିଲେ । ଲୋୟା ଏଥି ପାଇଁ ସମସ୍ତ ଙ୍କୁ ନମସ୍କାର ଜଣାଇଛନ୍ତି । ଏହି ଚ୍ୟାଲେଗିଂ ଯାତ୍ରାର ଶେଷ ଅନୁଭବ କୁ ମୁଁ ସମସ୍ତଙ୍କୁ ବାଣ୍ଟିବାକୁ ମୁଁ ଉତ୍ସାହିତ ଅଛି । ଯେଉଁ ମାନେ ମୋତେ ବିଶ୍ବାସ କରନ୍ତି ମୋତେ ସମର୍ଥନ କରନ୍ତି ଏଵଂ ମୋ ପାଖରେ ଠିଆ ହୋଇଛନ୍ତି ମୁଁ ସେମାନଙ୍କୁ ଗଭୀର କୃତଜ୍ଞତା ଜଣାଉଛି ।

ତିନିଟି ଇଣ୍ଟର୍ନସ ସିପ,ସହ ଏକ୍ସଟ୍ରା କରି କୁଲାର୍ଶ ସତ୍ତ୍ୱେ ମୁଁ କେବେ ମଧ୍ୟ ଭାବି ନଥିଲି ମୁଁ ୫ ମାସ ବେକାର ରହିବି । ମୁଁ ମୋର ଲିଜ ,ମୋର ସ୍ବାସ୍ଥ୍ୟ,ବିମା ହରାଇଲି । ଏବଂ କ୍ରମାଗତ ଭାବେ ମୋର ଭିସା ର ସମୟ ଘଣ୍ଟା ଭଳି ସରି ଆସୁଛି ମୁଁ ଜାଣି ପାରୁଥିଲି । ଯାହା ଫଳରେ ମୋତେ ଆମେରିକା ଛାଡ଼ିବାକୁ ପଡିପାରେ ଯେ କୌଣସି ଏକ ମୁହୁର୍ତ ରେ ।

ଏହା ପରେ ୪ ମାସ ଧରି ମୁଁ ସାଙ୍ଗ ମାନଙ୍କ ଆପାର୍ଟ୍ ମେଣ୍ଟରେ ରହିଲି । ଏୟାର ମେଟ୍ରିକସ୍ ଉପରେ ମୋତେ ଶୋଇବାକୁ ପଡୁଥିଲା । ପ୍ରତ୍ୟେକ ଡଲାର କୁ ମୁଁ ସଞ୍ଚୟ କରୁଥିଲି। ଆଜି ଏ ସମସ୍ତ କଥା କହି ମୁଁ ଖୁସି ଅନୁଭବ କରୁଛି । କାରଣ ଏତେ ଦିନର କଷ୍ଟ ମୋର ସଂଘର୍ଷ ସଫଳ ହୋଇଛି । ମୁଁ ଟେସଲା ରେ ଚାକିରି ଟି ପାଇବାରେ ସଫଳ ହୋଇଛି ।

ମୋ ଚାକିରି ସୁରକ୍ଷିତ ଅଛି । ମୁଁ ଟେକ୍ନିକଲ୍ ସପୋର୍ଟ ସ୍ପେଶାଲିଷ୍ଟ ଭାବରେ ଟେସଲା ରେ କାମ କରୁଛି ।ମୁଁ ଜାଣେ ଚାକିରି ବଜାର ଅତ୍ୟନ୍ତ କଠିନ । ବିଶେଷ କରି ଅନ୍ତର୍ଜାତୀୟ ଛାତ୍ର ଙ୍କ ପାଇଁ । ଏହି ସଙ୍ଘର୍ଷ ର ସମ୍ମୁଖୀନ ହେଉଥିବା ବ୍ୟକ୍ତିଙ୍କୁ ମୋର। ପରାମର୍ଶ ଚାକିରିରେ ଆବେଦନ କୁ ୯ରୁ ୫ ପରି ବ୍ୟବହାର କରିବା ଉଚିତ୍ ।କିନ୍ତୁ ଆପଣ ଉପଭୋଗ କରୁଥିବା ସଂଧ୍ୟା ଓ ସପ୍ତାହ ଶେଷକୁ ବ୍ୟବହାର କରିବାକୁ ନିଶ୍ଚିତ କରନ୍ତୁ ।

The post ନିଜ ସଫଳତାର ସଙ୍ଘର୍ଷ ସେୟାର କଲେ ଭାରତୀୟ ଇଞ୍ଜିନିୟର ଦ୍ରୁବ୍ ଲୋୟା appeared first on KNews Odisha.