ଭୁବନେଶ୍ବର ଏମ୍ସରୁ ପରୀକ୍ଷାମୂଳକ ଡ୍ରୋନ ସେବା
ଭୁବନେଶ୍ବର : ଭୁବନେଶ୍ବର ଏମ୍ସରୁ ପରୀକ୍ଷାମୂଳକ ଡ୍ରୋନ ସେବା। ସଫଳ ହେଲା ଟ୍ରାଏଲ ରନ୍। ଡ୍ରୋନ ଯୋଗେ ମେଡିକାଲରେ ପହଞ୍ଚିଲା ରକ୍ତ। ଏମ୍ସରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଲା ଡ୍ରୋନ। ରକ୍ତ ୟୁନିଟ ଓ ଜରୁରୀ ଔଷଧ ଡ୍ରୋନରେ ପଠାଯାଇଥିଲା। ଏହି ଟ୍ରାଏଲ ରନ୍ ସହ ଏମ୍ସ ଦ୍ବାରା ଡ୍ରୋନ ଯୋଗେ ଅତି ଜରୁରୀ ଇଂଜେକ୍ସନ ଏବଂ ଔଷଦ ଯୋଗାଣ ସେବା ଆରମ୍ଭ ହୋଇଛି। ଏହି ପ୍ରକାର ସେବା ଭୁବନେଶ୍ବର ଏମ୍ସ ଦ୍ବାରା ପ୍ରଥମ […] The post ଭୁବନେଶ୍ବର ଏମ୍ସରୁ ପରୀକ୍ଷାମୂଳକ ଡ୍ରୋନ ସେବା appeared first on KNews Odisha.

ଭୁବନେଶ୍ବର : ଭୁବନେଶ୍ବର ଏମ୍ସରୁ ପରୀକ୍ଷାମୂଳକ ଡ୍ରୋନ ସେବା। ସଫଳ ହେଲା ଟ୍ରାଏଲ ରନ୍। ଡ୍ରୋନ ଯୋଗେ ମେଡିକାଲରେ ପହଞ୍ଚିଲା ରକ୍ତ। ଏମ୍ସରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଲା ଡ୍ରୋନ। ରକ୍ତ ୟୁନିଟ ଓ ଜରୁରୀ ଔଷଧ ଡ୍ରୋନରେ ପଠାଯାଇଥିଲା।
ଏହି ଟ୍ରାଏଲ ରନ୍ ସହ ଏମ୍ସ ଦ୍ବାରା ଡ୍ରୋନ ଯୋଗେ ଅତି ଜରୁରୀ ଇଂଜେକ୍ସନ ଏବଂ ଔଷଦ ଯୋଗାଣ ସେବା ଆରମ୍ଭ ହୋଇଛି। ଏହି ପ୍ରକାର ସେବା ଭୁବନେଶ୍ବର ଏମ୍ସ ଦ୍ବାରା ପ୍ରଥମ ଥର ପାଇଁ ଆରମ୍ଭ କରାଯାଇଛି। ୭୦ କିଲୋମିଟର ଦୂରରେ ପହଞ୍ଚିବାକୁ ୩୫ ମିନିଟ ସମୟ ଲାଗିଥିଲା। ଦିନ ୧୨ଟାରେ ଏହି ଡ୍ରୋନ ଏମ୍ସରୁ ବାହାରି ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୨ଟା ୩୫ ମିନିଟରେ ପହଞ୍ଚିଥିଲା। .
The post ଭୁବନେଶ୍ବର ଏମ୍ସରୁ ପରୀକ୍ଷାମୂଳକ ଡ୍ରୋନ ସେବା appeared first on KNews Odisha.