ନିର୍ବାଚନ କମିଶନରଙ୍କ ଟ୍ବିଟକୁ ନେଇ ବଢିଲା ସମ୍ଭାବନା, ଏପ୍ରିଲରେ ହୋଇପାରେ ନିର୍ବାଚନ
ଆଦିଲ୍ଲୀ,୨୩।୧: ଚଳିତ ବର୍ଷର ଏପ୍ରିଲ ମାସରେ ହୋଇପାରେ ସାଧାରଣ ନିର୍ବାଚନ। ନିର୍ବାଚନ କମିଶନରଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ହୋଇଥିବା ଟ୍ବିଟକୁ ନେଇ ବଢ଼ିଲା ସମ୍ଭାବନା। ଏପ୍ରିଲ ୧୬ ସମ୍ଭାବ୍ୟ ଭୋଟ ଗ୍ରହଣ ତାରିଖ କି ବୋଲି ପ୍ରଶ୍ନ ଉଠିଥିଲା। ଏନେଇ ଆସୁଥିବା ପ୍ରଶ୍ନରେ ସ୍ପଷ୍ଟୀକରଣ ରଖିଛନ୍ତି ଇସିଆଇ। ଏହି ତାରିଖଟି ଅଫିସରମାନଙ୍କ ପାଇଁ ରେଫରେନ୍ସ ଥିବା କହିଲେ ଇସିଆଇ। ନିର୍ବାଚନ ନେଇ ପ୍ଲାନ କରିବାକୁ ଏହି ତାରିଖ ରେଫରେନ୍ସ କରାଯାଇଥିବା ଇସିଆଇ ସୂଚନା ଦେଇଛନ୍ତି। The post ନିର୍ବାଚନ କମିଶନରଙ୍କ ଟ୍ବିଟକୁ ନେଇ ବଢିଲା ସମ୍ଭାବନା, ଏପ୍ରିଲରେ ହୋଇପାରେ ନିର୍ବାଚନ appeared first on Dharitri Odia News.
ଆଦିଲ୍ଲୀ,୨୩।୧: ଚଳିତ ବର୍ଷର ଏପ୍ରିଲ ମାସରେ ହୋଇପାରେ ସାଧାରଣ ନିର୍ବାଚନ। ନିର୍ବାଚନ କମିଶନରଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ହୋଇଥିବା ଟ୍ବିଟକୁ ନେଇ ବଢ଼ିଲା ସମ୍ଭାବନା। ଏପ୍ରିଲ ୧୬ ସମ୍ଭାବ୍ୟ ଭୋଟ ଗ୍ରହଣ ତାରିଖ କି ବୋଲି ପ୍ରଶ୍ନ ଉଠିଥିଲା।
ଏନେଇ ଆସୁଥିବା ପ୍ରଶ୍ନରେ ସ୍ପଷ୍ଟୀକରଣ ରଖିଛନ୍ତି ଇସିଆଇ। ଏହି ତାରିଖଟି ଅଫିସରମାନଙ୍କ ପାଇଁ ରେଫରେନ୍ସ ଥିବା କହିଲେ ଇସିଆଇ। ନିର୍ବାଚନ ନେଇ ପ୍ଲାନ କରିବାକୁ ଏହି ତାରିଖ ରେଫରେନ୍ସ କରାଯାଇଥିବା ଇସିଆଇ ସୂଚନା ଦେଇଛନ୍ତି।
The post ନିର୍ବାଚନ କମିଶନରଙ୍କ ଟ୍ବିଟକୁ ନେଇ ବଢିଲା ସମ୍ଭାବନା, ଏପ୍ରିଲରେ ହୋଇପାରେ ନିର୍ବାଚନ appeared first on Dharitri Odia News.