ନିର୍ବାଚନ ପୂର୍ବରୁ ପୁଣି ୩ ଆଇଏଏସ୍‌ଙ୍କ ବଦଳି : ଜାଣନ୍ତୁ କାହାକୁ କେଉଁଠିକୁ

ଭୁବନେଶ୍ୱର,୨୮।୨ : ଆଇଏଏସ୍‌ ସ୍ତରରେ ବୁଧବାର ଅଦଳବଦଳ ହୋଇଛି। ତିନି ଜିଲାର ଜିଲାପାଳଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି । ବାଲେଶ୍ୱର, ମୟୂରଭଞ୍ଜ ଏବଂ ପୁରୀ ଜିଲାପାଳଙ୍କୁ ବଦଳି କରାଯାଇଛି। ବିଭାଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ମୟୂରଭଞ୍ଜ ଜିଲାପାଳ ଥିବା ଆଶିଷ ଠାକରେଙ୍କୁ ବାଲେଶ୍ବର ଜିଲାପାଳ ଦାୟିତ୍ୱ ଦିଆଯାଇଛି। ସେହିପରି ପୁରୀ ଜିଲାପାଳ ଥିଲା ବିଜୟ କୁମାର ଦାଶଙ୍କୁ ସିଏମ୍‌ସି କମିଶନର ଭାବେ ଦାୟିତ୍ୱ ମିଳିଛି । ଅନ୍ୟପକ୍ଷେ ଆଇଏଏସ୍‌ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ ମୟୂରଭଞ୍ଜ […] The post ନିର୍ବାଚନ ପୂର୍ବରୁ ପୁଣି ୩ ଆଇଏଏସ୍‌ଙ୍କ ବଦଳି : ଜାଣନ୍ତୁ କାହାକୁ କେଉଁଠିକୁ appeared first on Dharitri Odia News.

ନିର୍ବାଚନ ପୂର୍ବରୁ ପୁଣି ୩ ଆଇଏଏସ୍‌ଙ୍କ ବଦଳି : ଜାଣନ୍ତୁ କାହାକୁ କେଉଁଠିକୁ

ଭୁବନେଶ୍ୱର,୨୮।୨ : ଆଇଏଏସ୍‌ ସ୍ତରରେ ବୁଧବାର ଅଦଳବଦଳ ହୋଇଛି। ତିନି ଜିଲାର ଜିଲାପାଳଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି । ବାଲେଶ୍ୱର, ମୟୂରଭଞ୍ଜ ଏବଂ ପୁରୀ ଜିଲାପାଳଙ୍କୁ ବଦଳି କରାଯାଇଛି।
ବିଭାଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ମୟୂରଭଞ୍ଜ ଜିଲାପାଳ ଥିବା ଆଶିଷ ଠାକରେଙ୍କୁ ବାଲେଶ୍ବର ଜିଲାପାଳ ଦାୟିତ୍ୱ ଦିଆଯାଇଛି।

ସେହିପରି ପୁରୀ ଜିଲାପାଳ ଥିଲା ବିଜୟ କୁମାର ଦାଶଙ୍କୁ ସିଏମ୍‌ସି କମିଶନର ଭାବେ ଦାୟିତ୍ୱ ମିଳିଛି । ଅନ୍ୟପକ୍ଷେ ଆଇଏଏସ୍‌ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ ମୟୂରଭଞ୍ଜ ଜିଲାପାଳ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର।

The post ନିର୍ବାଚନ ପୂର୍ବରୁ ପୁଣି ୩ ଆଇଏଏସ୍‌ଙ୍କ ବଦଳି : ଜାଣନ୍ତୁ କାହାକୁ କେଉଁଠିକୁ appeared first on Dharitri Odia News.