ନିର୍ବାଚନ ଫଳାଫଳ ପୂର୍ବରୁ ଅମିତ ଶାହା କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୫: ଲୋକ ସଭା ନିର୍ବାଚନ ୨୦୨୪ର ଫଳାଫଳ ଘୋଷଣା ହେବା ପୂର୍ବରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ବଡ ଦାବି କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ବର୍ତ୍ତମାନ କିଛି ଭୁଲ ହେବ ନାହିଁ। ଅମିତ ଶାହାଙ୍କ ଅନୁଯାୟୀ,ନିର୍ବାଚନର ପାଞ୍ଚଟି ପର୍ଯ୍ୟାୟରେ ଆମେ ସରକାର ଗଠନ ପ୍ରକ୍ରିୟା ଶେଷ କରିଛୁ। ପାଞ୍ଚଟି ପର୍ଯ୍ୟାୟରେ ଭାଜପା-ଏନ୍‌ଡିଏ ୩୧୦ଟି ଆସନ ଅତିକ୍ରମ କରିଛି। ଖବରଦାତାଙ୍କ ପ୍ରଶ୍ନରେ ଉତ୍ତର ଦେଇ ଶାହା କହିଛନ୍ତି, ନରେନ୍ଦ୍ର ମୋଦି ତୃତୀୟ […] The post ନିର୍ବାଚନ ଫଳାଫଳ ପୂର୍ବରୁ ଅମିତ ଶାହା କଲେ ବଡ଼ ଘୋଷଣା appeared first on Dharitri Odia News.

ନିର୍ବାଚନ ଫଳାଫଳ ପୂର୍ବରୁ ଅମିତ ଶାହା କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୫: ଲୋକ ସଭା ନିର୍ବାଚନ ୨୦୨୪ର ଫଳାଫଳ ଘୋଷଣା ହେବା ପୂର୍ବରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ବଡ ଦାବି କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ବର୍ତ୍ତମାନ କିଛି ଭୁଲ ହେବ ନାହିଁ।
ଅମିତ ଶାହାଙ୍କ ଅନୁଯାୟୀ,ନିର୍ବାଚନର ପାଞ୍ଚଟି ପର୍ଯ୍ୟାୟରେ ଆମେ ସରକାର ଗଠନ ପ୍ରକ୍ରିୟା ଶେଷ କରିଛୁ। ପାଞ୍ଚଟି ପର୍ଯ୍ୟାୟରେ ଭାଜପା-ଏନ୍‌ଡିଏ ୩୧୦ଟି ଆସନ ଅତିକ୍ରମ କରିଛି। ଖବରଦାତାଙ୍କ ପ୍ରଶ୍ନରେ ଉତ୍ତର ଦେଇ ଶାହା କହିଛନ୍ତି, ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି।

The post ନିର୍ବାଚନ ଫଳାଫଳ ପୂର୍ବରୁ ଅମିତ ଶାହା କଲେ ବଡ଼ ଘୋଷଣା appeared first on Dharitri Odia News.