ନିର୍ବାଚନ ଲଢିବେ ସିଦ୍ଧୁ ମୁସଓ୍ବୋଲାଙ୍କ ବାପା, ମିଳିଲା ଏହି ଦଳର ଟିକେଟ୍‌

ନୂଆଦିଲ୍ଲୀ,୪।୪: ବହୁ ଲୋକପ୍ରିୟ ପଞ୍ଜାବ ଗାୟକ ସିଦ୍ଧୁ ମୁସଓ୍ବୋଲାଙ୍କ ବାପା ଏବେ ନିର୍ବାଚନ ଲଢିବାକୁ ଯାଉଛନ୍ତି। ଚର୍ଚ୍ଚା ହେଉଛି କି, କଂଗ୍ରେସ ତାଙ୍କୁ ଟିକଟେ୍‌ ଦେଇଛି। ଏହାପୂର୍ବରୁ ମୁସଓ୍ବୋଲାଙ୍କ ବାପା ବଲକୌର ସିଂହ ନିର୍ବାଚନ ଲଢିବା ନେଇ ଚର୍ଚ୍ଚାରେ ଥିଲେ। ତେବେ କଂଗ୍ରେସ ତାଙ୍କୁ ଟିକେଟ୍‌ ଦେଇଥିବା ଜଣାପଡିଛି। କୁହାଯାଉଛି କି, କଂଗ୍ରେସ ତାଙ୍କୁ ବଠେଣ୍ଡା ସିଟ୍‌ରୁ ନିର୍ବାଚନୀ ମଇଦାନକୁ ଓହ୍ଲାଇବାକୁ ଯାଉଛି। ଦୁଇଦିନ ପୂର୍ବରୁ ବଲକୌର ସିଂହ ରାଜନୀତିକୁ ଏଣ୍ଟ୍ରି କରିବା ନେଇ ସଙ୍କେତ ଦେଇଥିଲେ। […] The post ନିର୍ବାଚନ ଲଢିବେ ସିଦ୍ଧୁ ମୁସଓ୍ବୋଲାଙ୍କ ବାପା, ମିଳିଲା ଏହି ଦଳର ଟିକେଟ୍‌ appeared first on Dharitri Odia News.

ନିର୍ବାଚନ ଲଢିବେ ସିଦ୍ଧୁ ମୁସଓ୍ବୋଲାଙ୍କ ବାପା, ମିଳିଲା ଏହି ଦଳର ଟିକେଟ୍‌

ନୂଆଦିଲ୍ଲୀ,୪।୪: ବହୁ ଲୋକପ୍ରିୟ ପଞ୍ଜାବ ଗାୟକ ସିଦ୍ଧୁ ମୁସଓ୍ବୋଲାଙ୍କ ବାପା ଏବେ ନିର୍ବାଚନ ଲଢିବାକୁ ଯାଉଛନ୍ତି। ଚର୍ଚ୍ଚା ହେଉଛି କି, କଂଗ୍ରେସ ତାଙ୍କୁ ଟିକଟେ୍‌ ଦେଇଛି। ଏହାପୂର୍ବରୁ ମୁସଓ୍ବୋଲାଙ୍କ ବାପା ବଲକୌର ସିଂହ ନିର୍ବାଚନ ଲଢିବା ନେଇ ଚର୍ଚ୍ଚାରେ ଥିଲେ। ତେବେ କଂଗ୍ରେସ ତାଙ୍କୁ ଟିକେଟ୍‌ ଦେଇଥିବା ଜଣାପଡିଛି। କୁହାଯାଉଛି କି, କଂଗ୍ରେସ ତାଙ୍କୁ ବଠେଣ୍ଡା ସିଟ୍‌ରୁ ନିର୍ବାଚନୀ ମଇଦାନକୁ ଓହ୍ଲାଇବାକୁ ଯାଉଛି। ଦୁଇଦିନ ପୂର୍ବରୁ ବଲକୌର ସିଂହ ରାଜନୀତିକୁ ଏଣ୍ଟ୍ରି କରିବା ନେଇ ସଙ୍କେତ ଦେଇଥିଲେ।

ସେ କହିଥିଲେ, ପୂର୍ବ ସିଏମ ବେଅନ୍ତ ସିଂହଙ୍କୁ ପୁତୁରା ଏମପି ହେବା ପରେ ନିଜ ଦାଦାଙ୍କ ହତ୍ୟାକାରୀଙ୍କୁ ଧରିଥିଲେ। ସେ ଯଦି ନ୍ୟାୟ ପାଇବା ପାଇଁ ଏହି ରାସ୍ତା ଆପଣାଇଛି ତେବେ କିଛି ଅସୁବିଧା ନାହିଁ। ସୂଚନାଥାଉ କି, ସିଦ୍ଧୁ ମୁସଓ୍ବୋଲା ୨୦୨୨ରେ କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଲଢିଥିଲେ।

The post ନିର୍ବାଚନ ଲଢିବେ ସିଦ୍ଧୁ ମୁସଓ୍ବୋଲାଙ୍କ ବାପା, ମିଳିଲା ଏହି ଦଳର ଟିକେଟ୍‌ appeared first on Dharitri Odia News.