ନିର୍ବାଚନରେ ବଡ଼ ବିଜୟ ପରେ ଚିରଞ୍ଜିବୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ପବନ କଲ୍ୟାଣ

ହାଇଦ୍ରାବାଦ: ଜନମତ ଜିତିବା ପରେ ବଡ଼ ଭାଇର ପଦା ଛୁଇଁ ପ୍ରଣାଣ କଲେ ଜନସେନା ସୁପ୍ରିମୋ ପବନ କଲ୍ୟାଣ। ୨୦୨୪ ଲୋକସଭା ଆସନରେ ପବନ କଲ୍ୟାଣଙ୍କ ଜନସେନା ବିଶାଳ ବିଜୟ ଲାଭ କରିବା ପରେ ବଡ଼ ଭାଇ ତଥା ତେଲୁଗୁ ମେଗା ଷ୍ଟାର୍ ଚିରଞ୍ଜିବୀଙ୍କ ପାଦ ଛୁଇଁ ପ୍ରଣାମ କରିଛନ୍ତି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।అమ్మ, అన్నయ్య, వదినల దీవెనలు.,మెగా ఇంట జనసేనాని @PawanKalyan ఘనవిజయం పట్ల సంబరాలు ❤️❤️@Kchirutweets pic.twitter.com/zCq4Yh2z2H— ???????????????????????????????????????????? (@UrsVamsiShekar) June 6, 2024କେବଳ ବଡ଼ ଭାଇ ନୁହେଁ ମାଆ ଓ ଭାଉଜର ପାଦ ଛୁଇଁ ମଧ୍ୟ ପ୍ରଣାମ କରିଛନ୍ତି ପବନ କଲ୍ୟାଣ। ବଡ଼ ଭାଇ ଓ ପରିବାର ସହ ମିଶି କେକ୍ କାଟି ପାଳନ ବିଜୟ ଉତ୍ସବ ପାଳନ କରିଛନ୍ତି। ଏହି ସମୟରେ ପବନ କଲ୍ୟାଣଙ୍କ ବଡ଼ ଭାଇ ଚିରଞ୍ଜୀବି, ଭାଉଜ ସୁରେଖା,ମାଆ, ପୁତୁରା ରାମଚରଣ,ବରୁଣ ତେଜ, ସାଇ ଧରମ ତେଜ ସମସ୍ତେ ଉପସ୍ଥିତ ଥିଲେ। ଏହି ସମୟରେ ପବନ କଲ୍ୟାଣଙ୍କ ଆଉ ଜଣେ ଭାଇ ଅଭିନେତା ତଥା ପ୍ରଜୋଯୋକ ଓ ନିର୍ଦ୍ଦେଶକ ନଗେନ୍ଦ୍ର ବାବୁ ଖୁସିରେ କାନ୍ଦି ପକାଇଥିଲେ। ఎన్నికలలో అఖండ విజయం సాధించి, ఢిల్లీ NDA సమావేశంలో పాల్గొని మెగాస్టార్ దీవెనల కోసం తరలివచ్చిన జనసేనాని పవన్ కళ్యాణ్. ❤️@Kchirutweets @PawanKalyan pic.twitter.com/7208h0mzeD—

ନିର୍ବାଚନରେ ବଡ଼ ବିଜୟ ପରେ ଚିରଞ୍ଜିବୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ପବନ କଲ୍ୟାଣ

ହାଇଦ୍ରାବାଦ: ଜନମତ ଜିତିବା ପରେ ବଡ଼ ଭାଇର ପଦା ଛୁଇଁ ପ୍ରଣାଣ କଲେ ଜନସେନା ସୁପ୍ରିମୋ ପବନ କଲ୍ୟାଣ। ୨୦୨୪ ଲୋକସଭା ଆସନରେ ପବନ କଲ୍ୟାଣଙ୍କ ଜନସେନା ବିଶାଳ ବିଜୟ ଲାଭ କରିବା ପରେ ବଡ଼ ଭାଇ ତଥା ତେଲୁଗୁ ମେଗା ଷ୍ଟାର୍ ଚିରଞ୍ଜିବୀଙ୍କ ପାଦ ଛୁଇଁ ପ୍ରଣାମ କରିଛନ୍ତି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।




କେବଳ ବଡ଼ ଭାଇ ନୁହେଁ ମାଆ ଓ ଭାଉଜର ପାଦ ଛୁଇଁ ମଧ୍ୟ ପ୍ରଣାମ କରିଛନ୍ତି ପବନ କଲ୍ୟାଣ। ବଡ଼ ଭାଇ ଓ ପରିବାର ସହ ମିଶି କେକ୍ କାଟି ପାଳନ ବିଜୟ ଉତ୍ସବ ପାଳନ କରିଛନ୍ତି। ଏହି ସମୟରେ ପବନ କଲ୍ୟାଣଙ୍କ ବଡ଼ ଭାଇ ଚିରଞ୍ଜୀବି, ଭାଉଜ ସୁରେଖା,ମାଆ, ପୁତୁରା ରାମଚରଣ,ବରୁଣ ତେଜ, ସାଇ ଧରମ ତେଜ ସମସ୍ତେ ଉପସ୍ଥିତ ଥିଲେ। ଏହି ସମୟରେ ପବନ କଲ୍ୟାଣଙ୍କ ଆଉ ଜଣେ ଭାଇ ଅଭିନେତା ତଥା ପ୍ରଜୋଯୋକ ଓ ନିର୍ଦ୍ଦେଶକ ନଗେନ୍ଦ୍ର ବାବୁ ଖୁସିରେ କାନ୍ଦି ପକାଇଥିଲେ। 




ବଡ଼ ଭାଇ ଚିରଞ୍ଜିବୀ ମଧ୍ୟ ପବନ କଲ୍ୟାଣଙ୍କୁ ବଦେଇ ଜଣାଇଥିଲେ। ଏନେଇ ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି “ମୋର ପ୍ରିୟ ଭାଇ ପୱନ କଲ୍ୟାଣ କିପରି ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମେଣ୍ଟର ବିଜୟ ନିଶ୍ଚିତ କରିବାକୁ ନିରନ୍ତର ଉଦ୍ୟମ କରିଥିବାରୁ ମୁଁ ଅତ୍ୟନ୍ତ ଖୁସି । ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ !!!।”