ନିଲମ୍ବିତ ହେଲେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର, ଷ୍ଟଡି ଟୁରରେ କରିଥିଲେ ମଦ୍ୟପାନ
ସମ୍ବଲପୁର: ନିଲମ୍ବିତ ହେଲେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଶାଶ୍ଵତ ଚନ୍ଦ୍ର ପୂଜାରୀ। ୧୫ ଜଣ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ଵବିଦ୍ୟାଳୟ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠନ ନିଆଯାଇଛି।ସୂଚନା ଅନୁଯାୟୀ, ପ୍ରଫେସର ଜଣକ ଷ୍ଟଡି ଟୁର ସମୟରେ ମଦ୍ୟପାନ କରିଥିଲେ। ଯାହାକୁ ନେଇ ଅନେକ ଛାତ୍ରୀ ଅଭିଯୋଗ ମଧ୍ୟ କରିଥିଲେ। ଆଉ ଘଟଣାରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ରିପୋର୍ଟ ପରେ ନିଲମ୍ବନ କରାଯାଇଛି। ଫ୍ରୋଫେସର ଶାଶ୍ଵତ ପୂଜାରୀ ସୋସିଓଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଥିଲେ ।
ସମ୍ବଲପୁର: ନିଲମ୍ବିତ ହେଲେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଶାଶ୍ଵତ ଚନ୍ଦ୍ର ପୂଜାରୀ। ୧୫ ଜଣ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ଵବିଦ୍ୟାଳୟ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠନ ନିଆଯାଇଛି।
ସୂଚନା ଅନୁଯାୟୀ, ପ୍ରଫେସର ଜଣକ ଷ୍ଟଡି ଟୁର ସମୟରେ ମଦ୍ୟପାନ କରିଥିଲେ। ଯାହାକୁ ନେଇ ଅନେକ ଛାତ୍ରୀ ଅଭିଯୋଗ ମଧ୍ୟ କରିଥିଲେ। ଆଉ ଘଟଣାରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ରିପୋର୍ଟ ପରେ ନିଲମ୍ବନ କରାଯାଇଛି। ଫ୍ରୋଫେସର ଶାଶ୍ଵତ ପୂଜାରୀ ସୋସିଓଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଥିଲେ ।