ନୀଳକଣ୍ଠେଶ୍ୱର ଶୈବପୀଠକୁ ସଫେଇ କଲା ଗୃରୁକୃପା ସେବା ସମିତି
ଦିଗପହଣ୍ଡି,୧୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଗୁରୁକୃପା ସେବା ସମିତି ପକ୍ଷରୁ ସ୍ଥାନୀୟ କମା ପଡ଼ିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶର ଶୈବପୀଠକୁ ସଫେଇ କରାଯାଇଛି। ଶୈବପୀଠ ପରିସରରେ ଥିବା ଅଳିଆ ଆବର୍ଜ୍ଜନା ଏବଂ ମନ୍ଦିର ଗର୍ଭ ଗୃହ ସଫେଇ କରାଯାଇଛି। ସେବା ସମିତିର ମୁଖ୍ୟ ପଣ୍ଡିତ ଭବାନୀ ଶଙ୍କର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନ୍ୟତମ ପୁରୋହିତ ଚନ୍ଦନ ଦାସ , ଦିଗପହଣ୍ଡି ଏନଏସି କାଉନସିଲର ନୀଳମାଧବ ଗୌଡ଼, ସମିତି ର କାର୍ଯ୍ୟକର୍ତ୍ତା ରବିନ୍ଦ୍ର ନାଥ ଡାକୁଆ […] The post ନୀଳକଣ୍ଠେଶ୍ୱର ଶୈବପୀଠକୁ ସଫେଇ କଲା ଗୃରୁକୃପା ସେବା ସମିତି appeared first on Dharitri Odia News.
ଦିଗପହଣ୍ଡି,୧୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଗୁରୁକୃପା ସେବା ସମିତି ପକ୍ଷରୁ ସ୍ଥାନୀୟ କମା ପଡ଼ିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶର ଶୈବପୀଠକୁ ସଫେଇ କରାଯାଇଛି। ଶୈବପୀଠ ପରିସରରେ ଥିବା ଅଳିଆ ଆବର୍ଜ୍ଜନା ଏବଂ ମନ୍ଦିର ଗର୍ଭ ଗୃହ ସଫେଇ କରାଯାଇଛି। ସେବା ସମିତିର ମୁଖ୍ୟ ପଣ୍ଡିତ ଭବାନୀ ଶଙ୍କର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନ୍ୟତମ ପୁରୋହିତ ଚନ୍ଦନ ଦାସ , ଦିଗପହଣ୍ଡି ଏନଏସି କାଉନସିଲର ନୀଳମାଧବ ଗୌଡ଼, ସମିତି ର କାର୍ଯ୍ୟକର୍ତ୍ତା ରବିନ୍ଦ୍ର ନାଥ ଡାକୁଆ , ମୃତ୍ୟୁଞ୍ଜୟ ପଣ୍ଡା , ଏ . ରାଜା ରାଓ , ଏଲ. ଭେଙ୍କଟ, ସିମାଞ୍ଚଳ ପାଢ଼ୀ, ଦେବେନ୍ଦ୍ର ଚୌଧୁରୀ, ତାରକେଶ୍ବର ଦୋରା, ଆଙ୍କୋରଡା ସରପଞ୍ଚ ପ୍ରତିନିଧି ଶିଶିର କୁମାର ପ୍ରଧାନ , ହୀନ ବିଷୋୟୀ ,ସାମାଜିକ କର୍ମୀ ଲଲାଟେନ୍ଦୁ ପଧାନ , କୋରାମଣୀ ପ୍ରଧାନ,
ବ୍ୟବସାୟୀ ଭି .ପ୍ରଶାନ୍ତ ରାଜୁ , ଗାନ୍ଧୀ ପ୍ରଧାନ , ବିରାଜ ସାବତ , ମନ୍ଦିର ପରିଚାଳନା କମିଟି ପକ୍ଷରୁ ବସନ୍ତ ପଟ୍ଟନାୟକ , ଅମ୍ବିକା ପ୍ରସାଦ ସେଠୀ , ଯୁଧିଷ୍ଠିର ଦୋରା ଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ସଫେଇ କାର୍ଯ୍ୟରେ ସାମିଲ ଥିଲେ। ଏଥିସହ ସମିତି ତରଫରୁ ଶୈବପୀଠ ରେ ପୂଜାର୍ଚ୍ଚନା କରାଯାଇଥିଲା।
The post ନୀଳକଣ୍ଠେଶ୍ୱର ଶୈବପୀଠକୁ ସଫେଇ କଲା ଗୃରୁକୃପା ସେବା ସମିତି appeared first on Dharitri Odia News.