ନେତାଜୀ ସୁଭାଷ ସଂଘ ତରଫରୁ ଗଜଳଷ୍ମୀ ପୂଜା

ସମ୍ବଲପୁର:ସ୍ଥାନୀୟ ବଡବଜାର ବଙ୍ଗଲୀପଡା ନେତାଜୀ ସୁଭାଷ ସଂଘ ତରଫରୁ ଦୁର୍ଗାପୂଜା କମିଟି ଦ୍ଵାରା ମା ଗଜଳଷ୍ମୀ ପୂଜା ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଯାଇଛି। ଶାନ୍ତି ଶୃଙ୍ଖଳାର ସହିତ ବିଭିନ୍ନ ନୀତି ରୀତି ହିସାବରେ ଏହି ପୂଜାର ଆୟୋଜନ କରାଯାଇଥିଲା।ଏହି ପୂଜା କାର୍ଯ୍ୟକ୍ରମ ରେ କମିଟିର ସଭାପତି-ସପନ ଚାନ୍ଦ, ଉପସଭାପତି-ସୋନୁ ମୂର୍ତ୍ତି ଓ ରାଜେଶ ମାଝୀ, ସମ୍ପାଦକ-ଦେବାଶିଷ ଦେ,ସହ ସମ୍ପାଦକ-ମୃଣାଲ ସିନ୍ହା ଓ ଜୟ ଘୋଷ,କୋଷାଧ୍ୟକ୍ଷ- ହିମାଂଶୁ କର୍ମକାର ଓ ବିପ୍ଳବ ସିନ୍ହା ତଥା ଅନେକେ ପଡ଼ାବାସୀ […] The post ନେତାଜୀ ସୁଭାଷ ସଂଘ ତରଫରୁ ଗଜଳଷ୍ମୀ ପୂଜା appeared first on Odisha.News.

ନେତାଜୀ ସୁଭାଷ ସଂଘ ତରଫରୁ ଗଜଳଷ୍ମୀ ପୂଜା

ସମ୍ବଲପୁର:ସ୍ଥାନୀୟ ବଡବଜାର ବଙ୍ଗଲୀପଡା ନେତାଜୀ ସୁଭାଷ ସଂଘ ତରଫରୁ ଦୁର୍ଗାପୂଜା କମିଟି ଦ୍ଵାରା ମା ଗଜଳଷ୍ମୀ ପୂଜା ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଯାଇଛି। ଶାନ୍ତି ଶୃଙ୍ଖଳାର ସହିତ ବିଭିନ୍ନ ନୀତି ରୀତି ହିସାବରେ ଏହି ପୂଜାର ଆୟୋଜନ କରାଯାଇଥିଲା।ଏହି ପୂଜା କାର୍ଯ୍ୟକ୍ରମ ରେ କମିଟିର ସଭାପତି-ସପନ ଚାନ୍ଦ, ଉପସଭାପତି-ସୋନୁ ମୂର୍ତ୍ତି ଓ ରାଜେଶ ମାଝୀ, ସମ୍ପାଦକ-ଦେବାଶିଷ ଦେ,ସହ ସମ୍ପାଦକ-ମୃଣାଲ ସିନ୍ହା ଓ ଜୟ ଘୋଷ,କୋଷାଧ୍ୟକ୍ଷ- ହିମାଂଶୁ କର୍ମକାର ଓ ବିପ୍ଳବ ସିନ୍ହା ତଥା ଅନେକେ ପଡ଼ାବାସୀ ସହଯୋଗ କରିଥିଲେ।

The post ନେତାଜୀ ସୁଭାଷ ସଂଘ ତରଫରୁ ଗଜଳଷ୍ମୀ ପୂଜା appeared first on Odisha.News.