ନୋଟିସ୍ ପରେ ହାଜର ହେଲେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର

ପୁରୀ ୪।୫: ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ନୋଟିସ୍ ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ହାଜର ହେଲେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦଇତାପତି ନିଯୋଗ ସମ୍ପାଦକଙ୍କ ସହିତ ନିଯୋଗ ସଭାପତି ମଧ୍ୟ ଉପସ୍ଥିତ ଅଛନ୍ତି । କାହିଁକି ରାଗିଗଲେ ରାମକୃଷ୍ଣ ଦାସମହାପାତ୍ର ? ବଙ୍ଗଳାରେ କହିଲେ, ପୁରୀରେ ପଲଟିଗଲେ; ଜବାବ ମାଗୁଛନ୍ତି ଓଡ଼ିଆଦୀଘା ଜଗନ୍ନାଥ ମନ୍ଦିରରେ ଦାରୁ ବିଗ୍ରହ ସ୍ଥାପନ ନେଇ ବିବାଦ ଆରମ୍ଭ ହୋଇଛି । ନବକଳେବର ସମୟରେ ଥିବା ବଳକା ଦାରୁରେ ବିଗ୍ରହ ନିର୍ମାଣ କରିଥିବା ନେଇ ରାମକୃଷ୍ଣ ଦାସମହାପାତ୍ର ପ୍ରତିକ୍ରିୟା ଦେବା ପରେ ବିବାଦ ଆରମ୍ଭ ହୋଇଥିଲା । ଶନିବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଜ ପକ୍ଷ ରଖିବା ପାଇଁ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନୋଟିସ୍ କରାଯାଇଥିଲା ।You Can Read:ସମ୍ବଲପୁରରେ ହାତୀ ଉତ୍ପାତ, ସନ୍ତୋଷ ବଢାଇଙ୍କୁ କଚାଡି ମାରିଦେଲା ଦନ୍ତା 

ନୋଟିସ୍ ପରେ ହାଜର ହେଲେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର

ପୁରୀ ୪।୫ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ନୋଟିସ୍ ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ହାଜର ହେଲେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦଇତାପତି ନିଯୋଗ ସମ୍ପାଦକଙ୍କ ସହିତ ନିଯୋଗ ସଭାପତି ମଧ୍ୟ ଉପସ୍ଥିତ ଅଛନ୍ତି । 

କାହିଁକି ରାଗିଗଲେ ରାମକୃଷ୍ଣ ଦାସମହାପାତ୍ର ? ବଙ୍ଗଳାରେ କହିଲେ, ପୁରୀରେ ପଲଟିଗଲେ; ଜବାବ ମାଗୁଛନ୍ତି ଓଡ଼ିଆ

ଦୀଘା ଜଗନ୍ନାଥ ମନ୍ଦିରରେ ଦାରୁ ବିଗ୍ରହ ସ୍ଥାପନ ନେଇ ବିବାଦ ଆରମ୍ଭ ହୋଇଛି । ନବକଳେବର ସମୟରେ ଥିବା ବଳକା ଦାରୁରେ ବିଗ୍ରହ ନିର୍ମାଣ କରିଥିବା ନେଇ ରାମକୃଷ୍ଣ ଦାସମହାପାତ୍ର ପ୍ରତିକ୍ରିୟା ଦେବା ପରେ ବିବାଦ ଆରମ୍ଭ ହୋଇଥିଲା । 

ଶନିବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଜ ପକ୍ଷ ରଖିବା ପାଇଁ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନୋଟିସ୍ କରାଯାଇଥିଲା ।

You Can Read:

ସମ୍ବଲପୁରରେ ହାତୀ ଉତ୍ପାତ, ସନ୍ତୋଷ ବଢାଇଙ୍କୁ କଚାଡି ମାରିଦେଲା ଦନ୍ତା