ପଛରେ ପଡ଼ିଲେ କୋହଲି, ଟପିଗଲେ ମୋଦି
ନୂଆଦିଲ୍ଲୀ,୧୨।୧୧: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ପଛରେ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକପ୍ରିୟତା ମାମଲାରେ ଅନ୍ତର୍ଜାତୀୟସ୍ତରରେ ଉଭୟଙ୍କ ଦବ୍ଦବା ବାରି ହୋଇଯାଏ। ଏମିତିରେ ଏସିଆ ମହାଦେଶରେ ସବୁଠାରୁ ଅଧିକ ସର୍ଚ୍ଚ କରିଥିବା ବ୍ୟକ୍ତିତ୍ୱଙ୍କ ତାଲିକାରେ ମୋଦି କୋହଲିଙ୍କଠାରୁ ଆଗକୁ ଯାଇଛନ୍ତି। ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦି ସର୍ବାଧିକ ସର୍ଚ୍ଚ କରାଯାଇଥିବା ବ୍ୟକ୍ତିତ୍ୱ ତାଲିକାରେ ନମ୍ବର ୧ ସ୍ଥାନ ହାସଲ କରିଛନ୍ତି। କୋହଲି ଏହି ମାମଲାରେ ଦ୍ୱିତୀୟରେ ଅଛନ୍ତି। ସେହିଭଳି ଶାହାରୁଖ ଖାନ୍ ମଧ୍ୟ ଟପ୍ ୫ରେ ଅଛନ୍ତି। […] The post ପଛରେ ପଡ଼ିଲେ କୋହଲି, ଟପିଗଲେ ମୋଦି appeared first on Dharitri Odia News.
ନୂଆଦିଲ୍ଲୀ,୧୨।୧୧: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ପଛରେ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକପ୍ରିୟତା ମାମଲାରେ ଅନ୍ତର୍ଜାତୀୟସ୍ତରରେ ଉଭୟଙ୍କ ଦବ୍ଦବା ବାରି ହୋଇଯାଏ। ଏମିତିରେ ଏସିଆ ମହାଦେଶରେ ସବୁଠାରୁ ଅଧିକ ସର୍ଚ୍ଚ କରିଥିବା ବ୍ୟକ୍ତିତ୍ୱଙ୍କ ତାଲିକାରେ ମୋଦି କୋହଲିଙ୍କଠାରୁ ଆଗକୁ ଯାଇଛନ୍ତି।
୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦି ସର୍ବାଧିକ ସର୍ଚ୍ଚ କରାଯାଇଥିବା ବ୍ୟକ୍ତିତ୍ୱ ତାଲିକାରେ ନମ୍ବର ୧ ସ୍ଥାନ ହାସଲ କରିଛନ୍ତି। କୋହଲି ଏହି ମାମଲାରେ ଦ୍ୱିତୀୟରେ ଅଛନ୍ତି। ସେହିଭଳି ଶାହାରୁଖ ଖାନ୍ ମଧ୍ୟ ଟପ୍ ୫ରେ ଅଛନ୍ତି।
ଆଗାମୀ ଦିନରେ କୋହଲି ସର୍ଚ୍ଚ ମାମଲାରେ ଟପ୍କୁ ଆସିପାରନ୍ତି। କାରଣ ଟିମ୍ ଇଣ୍ଡିଆ ଏବେ ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛି। କୋହଲିଙ୍କ ଉପରେ ଅଷ୍ଟ୍ରେଲିଆ ସହ ସାରା ଦୁନିଆ ଗଣମାଧ୍ୟମର ନଜର ରହିଛି। ଏଣୁ ତାଙ୍କୁ ଜବରଦସ୍ତ କଭରେଜ ମିଳୁଛି।
The post ପଛରେ ପଡ଼ିଲେ କୋହଲି, ଟପିଗଲେ ମୋଦି appeared first on Dharitri Odia News.