ପଦାରେ ପଡ଼ିଲା 5T ସ୍କୁଲର ଅସଲ ରୂପ
ସରକାରୀ ସ୍କୁଲ୍ ରୂପାନ୍ତୀକରଣ ନାଁରେ ଯେଉଁ ଭୁରୁଡ଼ି ମାରୁଥିଲେ ରାଜ୍ୟ ସରକାର, ଧିରେ ଧିରେ ତାର ଅସଲ ରୂପ ପଦାକୁ ଆସୁଛି। 5T ନାଁରେ ଚୂନ ଏବଂ ରଙ୍ଗ ବୋଳି ଚଳାଇଥିବା ତୁଚ୍ଛା ଆତ୍ମପ୍ରଚାର ଧରାପଡ଼ିଛି। ଏହିକ୍ରମରେ ଏମିତି ଏକ ସ୍କୁଲର ଅଭାବନୀୟ ଦୃଶ୍ୟ ଦେଖାଉଛୁ, ବୋଧହୁଏ ପୂର୍ବରୁ ଆପଣ କେବେ ଦେଖିନଥିବେ। ମାତ୍ର ୨ଟି କ୍ଲାସରୁମରେ ଚାଲିଛି ୧୦ଟି ଶ୍ରେଣୀର ପାଠପଢ଼ା।