ପଦ୍ମପୁର ଓକିଲ ସଂଘର ନିର୍ବାଚନ:ଆନନ୍ଦ-ସଭାପତି,ଚିନ୍ମୟ-ସମ୍ପାଦକ

ବରଗଡ(ପଦ୍ମପୁର):ପଦ୍ମପୁର ଓକିଲ ସଂଘର ନିର୍ବାଚନରେ ଜିତାପଟ ମାରିଛନ୍ତି ସଭାପତି ଭାବରେ ଆନନ୍ଦ କୁମାର ପଣ୍ଡା ଏବଂ ସମ୍ପାଦକ ଚିନ୍ମୟ କୁମାର ପଣ୍ଡା ।ଅନ୍ୟମାନଙ୍କ ମଧ୍ୟରେ କେଶବ ସାହୁ ଉପସଭାପତି, ରୋହିତ କୁମାର ଭୋଇ ସହ ସମ୍ପାଦକ, ଲକ୍ଷ୍ମଣ ସାହୁ କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି।କାର୍ଯ୍ୟକାରୀ କମିଟି ସଦସ୍ୟ ଭାବରେ ପରମେଶ୍ବର ସାହୁ, ସୁଶୀଲ କୁମାର ପ୍ରଧାନ, ପ୍ରଦୀପ ସାହୁ, ପ୍ରମୋଦ କୁମାର ମିଶ୍ର, ଶାନ୍ତନୁ କୁମାର ତ୍ରିପାଠୀ, ହରିଶଙ୍କର ସିଂହ ପ୍ରମୁଖ ନିର୍ବାଚିତ ହୋଇଛନ୍ତି, ବରିଷ୍ଠ ଓକିଲ […] The post ପଦ୍ମପୁର ଓକିଲ ସଂଘର ନିର୍ବାଚନ:ଆନନ୍ଦ-ସଭାପତି,ଚିନ୍ମୟ-ସମ୍ପାଦକ appeared first on Odisha.News.

ପଦ୍ମପୁର ଓକିଲ ସଂଘର ନିର୍ବାଚନ:ଆନନ୍ଦ-ସଭାପତି,ଚିନ୍ମୟ-ସମ୍ପାଦକ

ବରଗଡ(ପଦ୍ମପୁର):ପଦ୍ମପୁର ଓକିଲ ସଂଘର ନିର୍ବାଚନରେ ଜିତାପଟ ମାରିଛନ୍ତି ସଭାପତି ଭାବରେ ଆନନ୍ଦ କୁମାର ପଣ୍ଡା ଏବଂ ସମ୍ପାଦକ ଚିନ୍ମୟ କୁମାର ପଣ୍ଡା ।ଅନ୍ୟମାନଙ୍କ ମଧ୍ୟରେ କେଶବ ସାହୁ ଉପସଭାପତି, ରୋହିତ କୁମାର ଭୋଇ ସହ ସମ୍ପାଦକ, ଲକ୍ଷ୍ମଣ ସାହୁ କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି।କାର୍ଯ୍ୟକାରୀ କମିଟି ସଦସ୍ୟ ଭାବରେ ପରମେଶ୍ବର ସାହୁ, ସୁଶୀଲ କୁମାର ପ୍ରଧାନ, ପ୍ରଦୀପ ସାହୁ, ପ୍ରମୋଦ କୁମାର ମିଶ୍ର, ଶାନ୍ତନୁ କୁମାର ତ୍ରିପାଠୀ, ହରିଶଙ୍କର ସିଂହ ପ୍ରମୁଖ ନିର୍ବାଚିତ ହୋଇଛନ୍ତି, ବରିଷ୍ଠ ଓକିଲ ଗୌନ୍ତିଆ କୁମାର ସାହୁ ନିର୍ବାଚନ ଅଧିକାରୀ ରୂପେ ଦାୟିତ୍ୱ ନିର୍ବାହ କରିଥିଲେ।

The post ପଦ୍ମପୁର ଓକିଲ ସଂଘର ନିର୍ବାଚନ:ଆନନ୍ଦ-ସଭାପତି,ଚିନ୍ମୟ-ସମ୍ପାଦକ appeared first on Odisha.News.