ପରାଜୟ ପରେ ରାଗିଗଲେ ରୋହିତ ଶର୍ମା: କହିଲେ ଏମିତି କଥା

କଲମ୍ବୋ,୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତର ପରାଜୟକୁ ନେଇ କ୍ୟାପଟେନ ରୋହିତ ଶର୍ମା ନିରାଶ ହୋଇଛନ୍ତି। ରବିବାର ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କା ଭାରତକୁ ୩୨ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଆୟୋଜକମାନେ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛନ୍ତି। ଏବେ ତୃତୀୟ ଦିନିକିଆ ଉପରେ ଭାରତର ନଜର ରହିବ। ତୃତୀୟ ଦିନିକିଆରେ ପରାଜୟ ପରେ ରୋହିତ ଶର୍ମା କହିଛନ୍ତି, ଅନ୍ତର୍ଜାତୀୟ ମ୍ୟାଚ୍‌ରେ ହାରିଲେ କଷ୍ଟ ହୁଏ। ଏହା କେବଳ ୧୦ ଓଭରରେ ନୁହେଁ, […] The post ପରାଜୟ ପରେ ରାଗିଗଲେ ରୋହିତ ଶର୍ମା: କହିଲେ ଏମିତି କଥା appeared first on Dharitri Odia News.

ପରାଜୟ ପରେ ରାଗିଗଲେ ରୋହିତ ଶର୍ମା: କହିଲେ ଏମିତି କଥା

କଲମ୍ବୋ,୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତର ପରାଜୟକୁ ନେଇ କ୍ୟାପଟେନ ରୋହିତ ଶର୍ମା ନିରାଶ ହୋଇଛନ୍ତି। ରବିବାର ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କା ଭାରତକୁ ୩୨ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଆୟୋଜକମାନେ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛନ୍ତି। ଏବେ ତୃତୀୟ ଦିନିକିଆ ଉପରେ ଭାରତର ନଜର ରହିବ।
ତୃତୀୟ ଦିନିକିଆରେ ପରାଜୟ ପରେ ରୋହିତ ଶର୍ମା କହିଛନ୍ତି, ଅନ୍ତର୍ଜାତୀୟ ମ୍ୟାଚ୍‌ରେ ହାରିଲେ କଷ୍ଟ ହୁଏ। ଏହା କେବଳ ୧୦ ଓଭରରେ ନୁହେଁ, ଯେଉଁଥିରେ ଭାରତ ୫୦ରନ ପାଇଁ ୬ଟି ଉଇକେଟ ହରାଇଥିଲା। ଆମକୁ କ୍ରମାଗତ କ୍ରିକେଟ ଖେଳିବାକୁ ପଡିବ ଏବଂ ଆମେ ତାହା କରିବାରେ ବିଫଳ ହେଲୁ। ଅବଶ୍ୟ କ୍ରିକେଟ୍‌ରେ ଏହା ଘଟେ। ଆମେ ଭଲ ଖେଳି ନ ଥିଲୁ। ଅମକୁ ଖେଳ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। କିନ୍ତୁ ମଧ୍ୟମ ଓଭରରେ ଆମର ବ୍ୟାଟିଂ ବିଷୟରେ ଆଲୋଚନା ହେବ।

The post ପରାଜୟ ପରେ ରାଗିଗଲେ ରୋହିତ ଶର୍ମା: କହିଲେ ଏମିତି କଥା appeared first on Dharitri Odia News.