ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା
ଭୁବନେଶ୍ବର : ସୁଭଦ୍ରା ଯୋଜନାରେ ପରିବାରର ସବୁ ମହିଳା ସାମିଲ ହେବେ । ‘ସୁଭଦ୍ରା’ ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଘୋଷଣା । ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା । ପରିବାରରେ ୩ କିମ୍ବା ୪ ମହିଳା ଥିଲେ ବି ପାଇବେ । ବିଧବା କିମ୍ବା ଛାତ୍ରବୃତ୍ତି ପାଉଥିବା ଛାତ୍ରୀଙ୍କୁ ମଧ୍ୟ ମିଳିବ । ଯୋଜନାରେ ସାମିଲ ହେବେ ୧ କୋଟି ୮ ଲକ୍ଷ ମହିଳା । ମାନଦଣ୍ଡ ପୂରଣ କରୁଥିବା ପରିବାରର […] The post ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା appeared first on KNews Odisha.

ଭୁବନେଶ୍ବର : ସୁଭଦ୍ରା ଯୋଜନାରେ ପରିବାରର ସବୁ ମହିଳା ସାମିଲ ହେବେ । ‘ସୁଭଦ୍ରା’ ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଘୋଷଣା । ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା । ପରିବାରରେ ୩ କିମ୍ବା ୪ ମହିଳା ଥିଲେ ବି ପାଇବେ । ବିଧବା କିମ୍ବା ଛାତ୍ରବୃତ୍ତି ପାଉଥିବା ଛାତ୍ରୀଙ୍କୁ ମଧ୍ୟ ମିଳିବ । ଯୋଜନାରେ ସାମିଲ ହେବେ ୧ କୋଟି ୮ ଲକ୍ଷ ମହିଳା । ମାନଦଣ୍ଡ ପୂରଣ କରୁଥିବା ପରିବାରର ସବୁ ମହିଳା ଟଙ୍କା ପାଇବେ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା ।
ସୁଭଦ୍ରା ଯୋଜନାରେ ୫ ବର୍ଷରେ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କା । ବର୍ଷକୁ ଦୁଇଟି କିସ୍ତିରେ ମିଳିବ ସହାୟତା । ରାଖୀ ଓ ଅନ୍ତର୍ଜାତୀୟ ମହିଳା ଦିବସରେ ମିଳିବ ଅର୍ଥ । ୨୧ ବର୍ଷରୁ ଅଧିକ ଏବଂ ୬୦ ବର୍ଷରୁ କମ ବୟସର ସମସ୍ତ ଯୋଗ୍ୟ ମହିଳା ମହିଳା ସୁଭଦ୍ରାରେ ସାମିଲ ହେବେ ।
The post ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା appeared first on KNews Odisha.