ପାଉଁଶ ବ୍ୟବସାୟକୁ ନେଇ ଯୁବକଙ୍କୁ ଗୁଳିମାଡ଼, ଅଣ୍ଟାରେ ବାଜିଛି ଗୁଳି

ସୁନ୍ଦରଗଡ ୩୧।୧: ପାଉଁଶ ବ୍ୟବସାୟକୁ ନେଇ ଯୁବକଙ୍କୁ ଗୁଳିମାଡ଼ । ସୁନ୍ଦରଗଡ ଭଷ୍ମା ଥାନା ଡର୍ଲିପଲ୍ଲୀ ଗାଁରେ ଘଟିଛି ଏଭଳି ଗୁଳିକାଣ୍ଡ । ସୁରଜ ପଟେଲ ନାମକ ଜଣେ ଯୁବକ ଉପରକୁ ଗୁଳିମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଛି ।   ସୂଚନାଯୋଗ୍ୟ ଯେ, ୫ରୁ ୭ଟି ବାଇକରେ ୧୦ ରୁ ୧୫ ଜଣ ଦୁର୍ବୃତ୍ତ ଆସି ମୁହଁରେ ଗାମୁଛା ଢାଙ୍କି ଯୁବକଙ୍କ ଉପରେ ଗୁଳିମାଡ଼ କରିଥିଲେ । ସୁରଜଙ୍କ ଅଣ୍ଟାରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ପ୍ରଥମେ ସୁନ୍ଦରଗଡ଼ ଏବଂ ପରେ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଲେଫ୍ରିପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।You Can Read:ଦୁଇ ବାଇକ୍ ମୁଁହାମୁହିଁ ଧକ୍କା : ୨ ଜଣଙ୍କ ମୃତ୍ୟୁ, ୩ ଗୁରୁତର ମେଡ଼ିକାଲରେ ଭର୍ତ୍ତି

ପାଉଁଶ ବ୍ୟବସାୟକୁ ନେଇ ଯୁବକଙ୍କୁ ଗୁଳିମାଡ଼, ଅଣ୍ଟାରେ ବାଜିଛି ଗୁଳି

ସୁନ୍ଦରଗଡ ୧: ପାଉଁଶ ବ୍ୟବସାୟକୁ ନେଇ ଯୁବକଙ୍କୁ ଗୁଳିମାଡ଼  ସୁନ୍ଦରଗଡ ଭଷ୍ମା ଥାନା ଡର୍ଲିପଲ୍ଲୀ ଗାଁରେ ଘଟିଛି ଏଭଳି ଗୁଳିକାଣ୍ଡ  ସୁରଜ ପଟେଲ ନାମକ ଜଣେ ଯୁବକ ଉପରକୁ ଗୁଳିମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଛି    

ସୂଚନାଯୋଗ୍ୟ ଯେ, ୫ରୁ ୭ଟି ବାଇକରେ ୧୦ ରୁ ୧୫ ଜଣ ଦୁର୍ବୃତ୍ତ ଆସି ମୁହଁରେ ଗାମୁଛା ଢାଙ୍କି ଯୁବକଙ୍କ ଉପରେ ଗୁଳିମାଡ଼ କରିଥିଲେ  ସୁରଜଙ୍କ ଅଣ୍ଟାରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ପ୍ରଥମେ ସୁନ୍ଦରଗଡ଼ ଏବଂ ପରେ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି  ଲେଫ୍ରିପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

You Can Read:

ଦୁଇ ବାଇକ୍ ମୁଁହାମୁହିଁ ଧକ୍କା : ୨ ଜଣଙ୍କ ମୃତ୍ୟୁ, ୩ ଗୁରୁତର ମେଡ଼ିକାଲରେ ଭର୍ତ୍ତି