ପାଟ୍ରୋଲିଂ ବେଳେ ପଡ଼ିଲେ ଧରା, ମଦ ବିକି କୋର୍ଟଚାଲାଣ ହେଲେ ତଅପୋଇ

ଦିଗପହଣ୍ଡି,୧୭ା୬(ଅଶେଷ ନାଥ ମିଶ୍ର)-ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଢେୟାଗରଦ ଗ୍ରାମର ତଅପୋଇ ମଲ୍ଲିକଙ୍କୁ ମଦ ଚୋରାକାରବାର କରୁଥିବା ଅଭିଯୋଗରେ ଅବକାରୀ ଓଆଇସି ଅନିତା ପ୍ରଧାନ ମଙ୍ଗଳବାର ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସୋମବାର ଓଆଇସିଙ୍କ ନେତୃତ୍ୱରେ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ତଅପୋଇ ରାସ୍ତା କଡରେ ୨ଟି ପ୍ଲାଷ୍ଟିକ ଜାରକିନରେ ମଦ ଧରି ବସିଥିବା ଦେଖି କର୍ମଚାରୀମାନେ ତାଙ୍କୁ ତଲାସୀ କରି ତାଙ୍କଠାରୁ ୩୦ ଲିଟର ଦେଶୀମଦ ଜବତ କରିଥିଲେ। The post ପାଟ୍ରୋଲିଂ ବେଳେ ପଡ଼ିଲେ ଧରା, ମଦ ବିକି କୋର୍ଟଚାଲାଣ ହେଲେ ତଅପୋଇ appeared first on Dharitri Odia News.

ପାଟ୍ରୋଲିଂ ବେଳେ ପଡ଼ିଲେ ଧରା, ମଦ ବିକି କୋର୍ଟଚାଲାଣ ହେଲେ ତଅପୋଇ

ଦିଗପହଣ୍ଡି,୧୭ା୬(ଅଶେଷ ନାଥ ମିଶ୍ର)-ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଢେୟାଗରଦ ଗ୍ରାମର ତଅପୋଇ ମଲ୍ଲିକଙ୍କୁ ମଦ ଚୋରାକାରବାର କରୁଥିବା ଅଭିଯୋଗରେ ଅବକାରୀ ଓଆଇସି ଅନିତା ପ୍ରଧାନ ମଙ୍ଗଳବାର ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସୋମବାର ଓଆଇସିଙ୍କ ନେତୃତ୍ୱରେ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ତଅପୋଇ ରାସ୍ତା କଡରେ ୨ଟି ପ୍ଲାଷ୍ଟିକ ଜାରକିନରେ ମଦ ଧରି ବସିଥିବା ଦେଖି କର୍ମଚାରୀମାନେ ତାଙ୍କୁ ତଲାସୀ କରି ତାଙ୍କଠାରୁ ୩୦ ଲିଟର ଦେଶୀମଦ ଜବତ କରିଥିଲେ।

The post ପାଟ୍ରୋଲିଂ ବେଳେ ପଡ଼ିଲେ ଧରା, ମଦ ବିକି କୋର୍ଟଚାଲାଣ ହେଲେ ତଅପୋଇ appeared first on Dharitri Odia News.