ପାଣ୍ଡିଆନଙ୍କ ସଂପର୍କରେ ଭୁଲ ଖବର ପ୍ରକାଶ ପାଇଁ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର କ୍ଷମାପ୍ରାର୍ଥନା

ପାଣ୍ଡିଆନଙ୍କ ସଂପର୍କରେ ଭୁଲ ଖବର ପ୍ରକାଶ ପାଇଁ ଜାତୀୟ ଗଣମାଧ୍ୟମ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର କ୍ଷମାପ୍ରାର୍ଥନା। ଭୁଲ ଖବର ପ୍ରକାଶ ନେଇ ଦୁଃଶ ପ୍ରକାଶ କରିବା ସହ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛି । ଏହା ସହ ସାମ୍ବାଦିକ ସାହିଦ ଫରିଦି ମଧ୍ୟ କ୍ଷମା ପ୍ରାର୍ଥନା କରିଛନ୍ତି। କିଛି ସୂତ୍ର ଆଧାରରେ ଖବର କରିଥିଲେ ମଧ୍ୟ ସେ ଏହାର ସତ୍ୟାସତ୍ୟ ଯାଞ୍ଚ କରିନଥିବା ଉଲ୍ଲେଖ କରିଛନ୍ତି। ଖବର ସଂପର୍କରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସ୍ପଷ୍ଟୀକରଣ ନିଆଯାଇନଥିଲା। […] The post ପାଣ୍ଡିଆନଙ୍କ ସଂପର୍କରେ ଭୁଲ ଖବର ପ୍ରକାଶ ପାଇଁ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର କ୍ଷମାପ୍ରାର୍ଥନା appeared first on KNews Odisha.

ପାଣ୍ଡିଆନଙ୍କ ସଂପର୍କରେ ଭୁଲ ଖବର ପ୍ରକାଶ ପାଇଁ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର କ୍ଷମାପ୍ରାର୍ଥନା
pandian

ପାଣ୍ଡିଆନଙ୍କ ସଂପର୍କରେ ଭୁଲ ଖବର ପ୍ରକାଶ ପାଇଁ ଜାତୀୟ ଗଣମାଧ୍ୟମ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର କ୍ଷମାପ୍ରାର୍ଥନା। ଭୁଲ ଖବର ପ୍ରକାଶ ନେଇ ଦୁଃଶ ପ୍ରକାଶ କରିବା ସହ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛି । ଏହା ସହ ସାମ୍ବାଦିକ ସାହିଦ ଫରିଦି ମଧ୍ୟ କ୍ଷମା ପ୍ରାର୍ଥନା କରିଛନ୍ତି। କିଛି ସୂତ୍ର ଆଧାରରେ ଖବର କରିଥିଲେ ମଧ୍ୟ ସେ ଏହାର ସତ୍ୟାସତ୍ୟ ଯାଞ୍ଚ କରିନଥିବା ଉଲ୍ଲେଖ କରିଛନ୍ତି। ଖବର ସଂପର୍କରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସ୍ପଷ୍ଟୀକରଣ ନିଆଯାଇନଥିଲା। ତେଣୁ ଖବର ପ୍ରକାଶ ନେଇ ନବୀନ ଆପତ୍ତି ଉଠାଇବା ଏହାକୁ ମିଛ , କପୋଳକଳ୍ପିତ ଓ ଅପମାନସୂଚକ ବୋଲି କହିଥିଲେ। ବିଜେଡି ସଭାପତିଙ୍କ ପ୍ରତିବାଦ ପରେ ଭୁଲ ଖବର ପ୍ରକାଶ ନେଇ କ୍ଷମାପ୍ରାର୍ଥନା କରିଛନ୍ତି ଉଭୟ ସମ୍ବାଦପତ୍ର ଓ ସାମ୍ବାଦିକ

The post ପାଣ୍ଡିଆନଙ୍କ ସଂପର୍କରେ ଭୁଲ ଖବର ପ୍ରକାଶ ପାଇଁ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର କ୍ଷମାପ୍ରାର୍ଥନା appeared first on KNews Odisha.