ପାଣ୍ଡ୍ୟାଙ୍କ ଉପରେ ବିସିସିଆଇ ଲଗାଇଲା ବ୍ୟାନ୍, ଗଣିବେ ଏତିକି ତଣ୍ଡ
ମୁମ୍ୱାଇ ୧୮/୦୫: ମୁମ୍ୱାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଚସ୍ ମଧ୍ୟରେ ୧୭ ମେରେ ଖେଳାଯାଇଥିଲା ମ୍ୟାଚ୍ । ମୁମ୍ୱାଇରେ ଓ୍ୱାଙ୍ଖେଡେରେ ଖେଳାଯାଇଥିଲା ଏହି ବହୁ ପ୍ରତିକ୍ଷୀତ ମ୍ୟାଚ । ଏହି ମୁକାବିଲାରେ ଲକ୍ଷ୍ନୌ ଟିମ୍ ୧୮ ରନ୍ରେ ଜିତି ନେଇଛି । ପ୍ଲେୟାର ଅଫ୍ ଦ ମ୍ୟାଚ୍ ନିକୋଲସ ପୁରନ ହୋଇଥିଲେ । ୨୯ ରନ୍ରେ ୭୫ ରନ୍ କରିଥିଲେ ପୁରନ । ପୁରନଙ୍କ ବିଶାଳ ସ୍କୋର ବଳରେ ଲକ୍ଷ୍ନୌ କରିଥିଲା ୨୧୪ ରନ୍ କରିଥିଲା । ଏହାର ଜବାବରେ ୧୯୬ ରନ୍ କରିଥିଲା ମୁମ୍ୱାଇ । ତେବେ ଏହି ମ୍ୟାଚ୍ରେ କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଲୋ ଓଭର ରେଟ୍ ନେଇ ଭଡକିଛି BCCI । ଲଗାଇଛି ବନ୍ ବ୍ୟାନ୍ । ସ୍ଲୋ ଓଭର ରେଟ୍ ମାନେ ଅପରାଧ ସମ୍ୱନ୍ଧୀୟ। ଆଇପିଏଲ୍ କୋଡ ଅଫ୍ କଣ୍ଡକ୍ଟ ଅନୁସାରେ ମୁମ୍ୱାି ଟିମ୍ ସିଜନର ତୃତୀୟ ଅପରାଧ । ଏଥିପାଇଁ ପାଣ୍ଡ୍ୟାଙ୍କ ଉପରେ ୩୦ ଲକ୍ଷ ପର୍ଯ୍ୟନ୍ତ ଫାଇନ୍ ଲାଗିଛି । ଏହାସହ ଟିମ୍ ଆଗକୁ ମ୍ୟାଚ୍ ଖେଳିବା ଉପରେ ପ୍ରତିବନ୍ଧକ ବି ଲଗାଇଛି । କହିବାକୁ ଗଲେ ହାର୍ଦ୍ଦିକ ଆଇପିଏଲ୍ ୨୦୨୫ ଆରମ୍ଭରେ ମ୍ୟାଚ୍ ବ୍ୟାନ୍ ପ୍ରତିବନ୍ଧକର ଶିକାର ହେବ । ମ୍ୟାଚ୍ ଖେଳିବାର ସୁଯୋଗ ପାଇବନି । ଇମ୍ପେକ୍ଟ ପ୍ଲେୟାର ରୋହିତ ପ୍ଲେଇଂ ୧୧ ର ବାକି ମୁମ୍ୱାଇ ସଦସ୍ୟଙ୍କ ବ୍ୟକ୍ତିଗତ ଭାବରେ ୧୨ ଲକ୍ଷ ପର୍ଯ୍ୟନ୍ତ ସମ୍ୱନ୍ଧିତ ମ୍ୟାଚ୍ର ୫୦ ପ୍ରତିଶତ ଫାଇନ୍ ଲାଗିଛି । ସୂଚନା ଥାଉକି, ଏହି ପ୍ରକାରେ ଆଇପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସର
ମୁମ୍ୱାଇ ୧୮/୦୫: ମୁମ୍ୱାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଚସ୍ ମଧ୍ୟରେ ୧୭ ମେରେ ଖେଳାଯାଇଥିଲା ମ୍ୟାଚ୍ । ମୁମ୍ୱାଇରେ ଓ୍ୱାଙ୍ଖେଡେରେ ଖେଳାଯାଇଥିଲା ଏହି ବହୁ ପ୍ରତିକ୍ଷୀତ ମ୍ୟାଚ । ଏହି ମୁକାବିଲାରେ ଲକ୍ଷ୍ନୌ ଟିମ୍ ୧୮ ରନ୍ରେ ଜିତି ନେଇଛି । ପ୍ଲେୟାର ଅଫ୍ ଦ ମ୍ୟାଚ୍ ନିକୋଲସ ପୁରନ ହୋଇଥିଲେ । ୨୯ ରନ୍ରେ ୭୫ ରନ୍ କରିଥିଲେ ପୁରନ ।
ପୁରନଙ୍କ ବିଶାଳ ସ୍କୋର ବଳରେ ଲକ୍ଷ୍ନୌ କରିଥିଲା ୨୧୪ ରନ୍ କରିଥିଲା । ଏହାର ଜବାବରେ ୧୯୬ ରନ୍ କରିଥିଲା ମୁମ୍ୱାଇ । ତେବେ ଏହି ମ୍ୟାଚ୍ରେ କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଲୋ ଓଭର ରେଟ୍ ନେଇ ଭଡକିଛି BCCI । ଲଗାଇଛି ବନ୍ ବ୍ୟାନ୍ । ସ୍ଲୋ ଓଭର ରେଟ୍ ମାନେ ଅପରାଧ ସମ୍ୱନ୍ଧୀୟ।
ଆଇପିଏଲ୍ କୋଡ ଅଫ୍ କଣ୍ଡକ୍ଟ ଅନୁସାରେ ମୁମ୍ୱାି ଟିମ୍ ସିଜନର ତୃତୀୟ ଅପରାଧ । ଏଥିପାଇଁ ପାଣ୍ଡ୍ୟାଙ୍କ ଉପରେ ୩୦ ଲକ୍ଷ ପର୍ଯ୍ୟନ୍ତ ଫାଇନ୍ ଲାଗିଛି । ଏହାସହ ଟିମ୍ ଆଗକୁ ମ୍ୟାଚ୍ ଖେଳିବା ଉପରେ ପ୍ରତିବନ୍ଧକ ବି ଲଗାଇଛି । କହିବାକୁ ଗଲେ ହାର୍ଦ୍ଦିକ ଆଇପିଏଲ୍ ୨୦୨୫ ଆରମ୍ଭରେ ମ୍ୟାଚ୍ ବ୍ୟାନ୍ ପ୍ରତିବନ୍ଧକର ଶିକାର ହେବ । ମ୍ୟାଚ୍ ଖେଳିବାର ସୁଯୋଗ ପାଇବନି । ଇମ୍ପେକ୍ଟ ପ୍ଲେୟାର ରୋହିତ ପ୍ଲେଇଂ ୧୧ ର ବାକି ମୁମ୍ୱାଇ ସଦସ୍ୟଙ୍କ ବ୍ୟକ୍ତିଗତ ଭାବରେ ୧୨ ଲକ୍ଷ ପର୍ଯ୍ୟନ୍ତ ସମ୍ୱନ୍ଧିତ ମ୍ୟାଚ୍ର ୫୦ ପ୍ରତିଶତ ଫାଇନ୍ ଲାଗିଛି ।
ସୂଚନା ଥାଉକି, ଏହି ପ୍ରକାରେ ଆଇପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ୍ ଋଷଭ ପନ୍ତଙ୍କ ଉପରେ ବି ଲାଗିଛି ବ୍ୟାନ୍ । ଆରସିବି ବିପକ୍ଷ ମ୍ୟାଚ୍ରେ ପନ୍ତଙ୍କ ଉପରେ ଏହି ଜରିମାନା ଲାଗିଛି । ଏହା ସହ ଏହି ରୁଲ୍ ଅନୁଯାୟୀ ୧୨ ଲକ୍ଷ ଟଙ୍କା ଯାଏଁ ଜରିମାନା ଦେଇଛନ୍ତି ଅନେକ କ୍ୟାପଟେନ୍ ।