ପାରା ଚୋରଙ୍କୁ ମାଡିବସିଲା ପୋଲିସ, ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ପାରା

ଭୁବନେଶ୍ବର ୨୯।୧୨: ଲକ୍ଷାଧିକ ଟଙ୍କାର ପାରା ଚୋରି କରିଥିବା ଚୋରଙ୍କୁ ମାଡିବସିଲା ପୋଲିସ । ଚୋରି ବେଳର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଏକାଧିକ ପାରା ପାଳକଙ୍କ ଘରୁ ଲୁଟ୍ କରିଛନ୍ତି ଏହି ଲୁଟେରା । ଅଟକ ୨ ଜଣ ଅଭ୍ୟାସଗତ ଅପରାଧୀ ବୋଲି ଜଣାପଡିଛି । ଏହି ଚୋରମାନେ ଦୀର୍ଘ ଦିନ ଧରି ପୁରୁଣା ଭୁବନେଶ୍ୱର, ଧଉଳି ଅଞ୍ଚଳରୁ ପାରା ଚୋରି କରୁଥିଲେ । ସିସିଟିଭି ଭିଜୁଆଲ ଆଧାରରେ ତଦନ୍ତ କରି ଧଉଳି ଥାନା ପୋଲିସ ଉଭୟଙ୍କୁ ଅଟକ ରଖିଛି ।You Can Read:ଆସନ୍ତା ୩୧ରେ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ୪ ଜିଲ୍ଲା ଗସ୍ତରେ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ପାରା ଚୋରଙ୍କୁ ମାଡିବସିଲା ପୋଲିସ, ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ପାରା

ଭୁବନେଶ୍ବର ୨୯।୧୨: ଲକ୍ଷାଧିକ ଟଙ୍କାର ପାରା ଚୋରି କରିଥିବା ଚୋରଙ୍କୁ ମାଡିବସିଲା ପୋଲିସ । ଚୋରି ବେଳର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଏକାଧିକ ପାରା ପାଳକଙ୍କ ଘରୁ ଲୁଟ୍ କରିଛନ୍ତି ଏହି ଲୁଟେରା । ଅଟକ ୨ ଜଣ ଅଭ୍ୟାସଗତ ଅପରାଧୀ ବୋଲି ଜଣାପଡିଛି । 

ଏହି ଚୋରମାନେ ଦୀର୍ଘ ଦିନ ଧରି ପୁରୁଣା ଭୁବନେଶ୍ୱର, ଧଉଳି ଅଞ୍ଚଳରୁ ପାରା ଚୋରି କରୁଥିଲେ । ସିସିଟିଭି ଭିଜୁଆଲ ଆଧାରରେ ତଦନ୍ତ କରି ଧଉଳି ଥାନା ପୋଲିସ ଉଭୟଙ୍କୁ ଅଟକ ରଖିଛି ।


You Can Read:

ଆସନ୍ତା ୩୧ରେ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ୪ ଜିଲ୍ଲା ଗସ୍ତରେ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ