ପିଜିଏଲ୍‌ ହୋଣ୍ଡାରେ ବିଜୟ ମହୋତ୍ସବ

ଭୁବନେଶ୍ୱର,୧୧।୧୦(ଅଭୟ ଦାଶ): ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ବିଜୟ ମହୋତ୍ସବ’ ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏଚ୍‌ଏମ୍‌ଏସ୍‌ଆଇର ସ୍ବୀକୃତିପ୍ରାପ୍ତ ଡିଲର ପିଜିଏଲ୍‌ ହୋଣ୍ଡାର ଭୁବନେଶ୍ୱର ଶୋ’ରୁମ୍‌ ପକ୍ଷରୁ ‘ବିଜୟ ମହୋତ୍ସବ’ର ପାଳନ କରାଯାଇଥିଲା। ଅପରପକ୍ଷରେ ମହୋତ୍ସବର ଦ୍ୱିତୀୟ ସପ୍ତାହ ଲକି ଡ୍ର ଉତ୍ସବ ପିଜିିଏଲ୍‌ ହୋଣ୍ଡାର ବରମୁଣ୍ଡା ଶୋ’ରୁମ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଲକି ଡ୍ର ଉଠାଣ କାର୍ଯ୍ୟକ୍ରମରେ ପିଜିଏଲ୍‌ ହୋଣ୍ଡାର ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ […] The post ପିଜିଏଲ୍‌ ହୋଣ୍ଡାରେ ବିଜୟ ମହୋତ୍ସବ appeared first on Dharitri Odia News.

ପିଜିଏଲ୍‌ ହୋଣ୍ଡାରେ ବିଜୟ ମହୋତ୍ସବ

ଭୁବନେଶ୍ୱର,୧୧।୧୦(ଅଭୟ ଦାଶ): ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ବିଜୟ ମହୋତ୍ସବ’ ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏଚ୍‌ଏମ୍‌ଏସ୍‌ଆଇର ସ୍ବୀକୃତିପ୍ରାପ୍ତ ଡିଲର ପିଜିଏଲ୍‌ ହୋଣ୍ଡାର ଭୁବନେଶ୍ୱର ଶୋ’ରୁମ୍‌ ପକ୍ଷରୁ ‘ବିଜୟ ମହୋତ୍ସବ’ର ପାଳନ କରାଯାଇଥିଲା। ଅପରପକ୍ଷରେ ମହୋତ୍ସବର ଦ୍ୱିତୀୟ ସପ୍ତାହ ଲକି ଡ୍ର ଉତ୍ସବ ପିଜିିଏଲ୍‌ ହୋଣ୍ଡାର ବରମୁଣ୍ଡା ଶୋ’ରୁମ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଲକି ଡ୍ର ଉଠାଣ କାର୍ଯ୍ୟକ୍ରମରେ ପିଜିଏଲ୍‌ ହୋଣ୍ଡାର ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ସେହିଭଳି ଭୁବନେଶ୍ୱରର ଗ୍ରାହକ ମାଳବିକା ନାୟକ ଏହି ଲକି ଡ୍ର’ ଜରିଆରେ ନୂଆ ଟିଭି ଜିତିଥିବାବେଳେ ଅନ୍ୟମାନେ ଆକର୍ଷଣୀୟ ଉପହାର ପାଇଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୨୪ ଅକ୍ଟୋବର ୧ରୁ ନଭେମ୍ବର ୩ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଏଚ୍‌ଏମ୍‌ଏସ୍‌ଆଇ ଅଧିକୃତ ଶୋ’ରୁମ୍‌ରେ ‘ବିଜୟ ମହୋତ୍ସବ’ ପାଳନ ହେଉଛି। ଏହି ଅବସରରେ ଏଚ୍‌ଏମ୍‌ଏସ୍‌ଆଇ ବା ହୋଣ୍ଡା ଓଡ଼ିଶାର ଦୁଇଚକିଆ ୟୁନିଟ୍‌ ପକ୍ଷରୁ ଆକର୍ଷଣୀୟ ଅଫର ଓ ସ୍ବତନ୍ତ୍ର ମାଲେସିଆ ଟ୍ରିପ୍‌ ମଧ୍ୟ ସମ୍ପର୍କରେ ଘୋଷଣା କରାଯାଇଛି।

The post ପିଜିଏଲ୍‌ ହୋଣ୍ଡାରେ ବିଜୟ ମହୋତ୍ସବ appeared first on Dharitri Odia News.