ପୁଣି ଐତିହାସିକ ଉଚ୍ଚତା ଛୁଇଁଲା ଶେୟାର ବଜାର, ପ୍ରଥମ ଥର ୭୩,୦୦୦ ପାର କଲା ସେନସେକ୍ସ

ନୂଆଦିଲ୍ଲୀ,୧୫।୧: ସୋମବାର ଶେୟାର ବଜାର ଖୋଲିବା ମାତ୍ରେ ନୂଆ ରେକର୍ଡ କରିଛି ସେନସେକ୍ସ। ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ) ସୁଚକାଙ୍କ ସେନ୍ସେକ୍ସ ପ୍ରଥମ ଥର ପାଇଁ ୭୩ ହଜାର ପଏଣ୍ଟ ଅତିକ୍ରମ କରିଛି। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସଇ)ର ନିଫ୍ଟି ମଧ୍ୟ ସର୍ବକାଳୀନ ଉଚ୍ଚରେ ପହଞ୍ଚିଛି ଏବଂ ୨୨,୦୦୦ ସ୍ତର ଅତିକ୍ରମ କରିଛି। ସୋମବାର ପୁରା ଦେଶରେ ମକର ସଂକ୍ରାନ୍ତିଙ୍କ ପର୍ବ ପାଳନ କରାଯାଉଛି ଏବଂ ଏହି ଦିନରେ ଭାରତୀୟ ବଜାର ପାଇଁ ଶୁଭକାମନା ସହିତ ଆରମ୍ଭ ହୋଇଛି […] The post ପୁଣି ଐତିହାସିକ ଉଚ୍ଚତା ଛୁଇଁଲା ଶେୟାର ବଜାର, ପ୍ରଥମ ଥର ୭୩,୦୦୦ ପାର କଲା ସେନସେକ୍ସ appeared first on Dharitri Odia News.

ପୁଣି ଐତିହାସିକ ଉଚ୍ଚତା ଛୁଇଁଲା ଶେୟାର ବଜାର, ପ୍ରଥମ ଥର ୭୩,୦୦୦ ପାର କଲା ସେନସେକ୍ସ

ନୂଆଦିଲ୍ଲୀ,୧୫।୧: ସୋମବାର ଶେୟାର ବଜାର ଖୋଲିବା ମାତ୍ରେ ନୂଆ ରେକର୍ଡ କରିଛି ସେନସେକ୍ସ। ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ) ସୁଚକାଙ୍କ ସେନ୍ସେକ୍ସ ପ୍ରଥମ ଥର ପାଇଁ ୭୩ ହଜାର ପଏଣ୍ଟ ଅତିକ୍ରମ କରିଛି। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସଇ)ର ନିଫ୍ଟି ମଧ୍ୟ ସର୍ବକାଳୀନ ଉଚ୍ଚରେ ପହଞ୍ଚିଛି ଏବଂ ୨୨,୦୦୦ ସ୍ତର ଅତିକ୍ରମ କରିଛି। ସୋମବାର ପୁରା ଦେଶରେ ମକର ସଂକ୍ରାନ୍ତିଙ୍କ ପର୍ବ ପାଳନ କରାଯାଉଛି ଏବଂ ଏହି ଦିନରେ ଭାରତୀୟ ବଜାର ପାଇଁ ଶୁଭକାମନା ସହିତ ଆରମ୍ଭ ହୋଇଛି ଏବଂ ରେକର୍ଡ ସ୍ତର ସହିତ ଭାରତୀୟ ଷ୍ଟକ୍ ମାର୍କେଟ ଖୋଲିଛି।

 

The post ପୁଣି ଐତିହାସିକ ଉଚ୍ଚତା ଛୁଇଁଲା ଶେୟାର ବଜାର, ପ୍ରଥମ ଥର ୭୩,୦୦୦ ପାର କଲା ସେନସେକ୍ସ appeared first on Dharitri Odia News.