ପୁଣି କଟକରେ ଡ୍ରେନ୍ କାମ ନେଲା ଜୀବନ, ଜଣେ ମୃତ, ୨ ଗୁରୁତର
କଟକ,୮।୧୨: କଟକରେ ପୁଣି ଡ୍ରେନରେ ପଡି ଶ୍ରମିକ ମୃତ୍ୟୁ ବରଣ କରିଛନ୍ତି। ଏପ୍ରକାର ଘଟଣା ବାରମ୍ବାର ଘଟି ଚାଲିଥିଲେ ମଧ୍ୟ କଟକ ମୁନିସିପାଲିଟି କୌଣସି ଠୋସ ପଦକ୍ଷେପ ନେଇଥିବା ଦେଖାଯାଉନାହିଁ। ରବିବାର ବିଡ଼ାନାସୀ ଛକରେ ସିଏମସିର ଡ୍ରେନ୍ କାମ ବେଳେ ଅଘଟଣ ଘଟି ଜଣେ ଶ୍ରମିକ ମୃତ୍ୟୁ ବରଣ କରିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଡ୍ରେନ୍ କାମ ବେଳେ କାନ୍ଥ ଭୁଶୁଡ଼ି ୩ ଶ୍ରମିକ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ଜଣଙ୍କର […] The post ପୁଣି କଟକରେ ଡ୍ରେନ୍ କାମ ନେଲା ଜୀବନ, ଜଣେ ମୃତ, ୨ ଗୁରୁତର appeared first on Dharitri Odia News.
କଟକ,୮।୧୨: କଟକରେ ପୁଣି ଡ୍ରେନରେ ପଡି ଶ୍ରମିକ ମୃତ୍ୟୁ ବରଣ କରିଛନ୍ତି। ଏପ୍ରକାର ଘଟଣା ବାରମ୍ବାର ଘଟି ଚାଲିଥିଲେ ମଧ୍ୟ କଟକ ମୁନିସିପାଲିଟି କୌଣସି ଠୋସ ପଦକ୍ଷେପ ନେଇଥିବା ଦେଖାଯାଉନାହିଁ। ରବିବାର ବିଡ଼ାନାସୀ ଛକରେ ସିଏମସିର ଡ୍ରେନ୍ କାମ ବେଳେ ଅଘଟଣ ଘଟି ଜଣେ ଶ୍ରମିକ ମୃତ୍ୟୁ ବରଣ କରିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ ଡ୍ରେନ୍ କାମ ବେଳେ କାନ୍ଥ ଭୁଶୁଡ଼ି ୩ ଶ୍ରମିକ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି।
The post ପୁଣି କଟକରେ ଡ୍ରେନ୍ କାମ ନେଲା ଜୀବନ, ଜଣେ ମୃତ, ୨ ଗୁରୁତର appeared first on Dharitri Odia News.