ପୁଣି ବିମାନବନ୍ଦରରୁ ନିଶାଦ୍ରବ୍ୟ ଜବତ, ପ୍ରାୟ ୪ କୋଟି ଟଙ୍କା ମାରିଜୁଆନ ଜବତ କଲା କଷ୍ଟମ ବିଭାଗ

ଭୁବନେଶ୍ବର ୧୮।୧: ପୁଣି ବିମାନବନ୍ଦରରୁ ନିଶା ଦ୍ରବ୍ୟ ଜବତ । ୭ କେଜିର ମାରିଜୁଆନ ନିଶାଦ୍ରବ୍ୟ ଜବତ କଲା କଷ୍ଟମ ବିଭାଗ । ବ୍ୟାଙ୍କକ୍ ରୁ ଆସୁଥିଲା ନିଶା ଦ୍ରବ୍ୟ । ନିଶାଦ୍ରବ୍ୟ ଆଣି ଆସୁଥିବା ଜଣେ ବ୍ୟକ୍ତି ଅଟକ। ଅଟକ ବ୍ୟକ୍ତିଙ୍କ ଘର କେରଳ ବୋଲି ସୂଚନା ମିଳିଛି । ଜବତ ମାରିଜୁଆନା ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ସୂଚନା ରହିଛି । ୧୫ ଦିନରେ ଧରା ହେଲାଣି ୧୫ କୋଟିର ନିଶାଦ୍ରବ୍ୟ ।You Can Read:ଗାଡ଼ିର ଇନସ୍ୟୁରାନ୍ସ ନଥିଲେ କଟିବ ଚାଲାଣ, ଟୋଲ୍‌ଗେଟ୍‌ କ୍ୟାମେରାରେ ପଡ଼ିବ ଧରା

ପୁଣି ବିମାନବନ୍ଦରରୁ ନିଶାଦ୍ରବ୍ୟ ଜବତ, ପ୍ରାୟ ୪ କୋଟି ଟଙ୍କା ମାରିଜୁଆନ ଜବତ କଲା କଷ୍ଟମ ବିଭାଗ

ଭୁବନେଶ୍ବର ୧୮।୧: ପୁଣି ବିମାନବନ୍ଦରରୁ ନିଶା ଦ୍ରବ୍ୟ ଜବତ । ୭ କେଜିର ମାରିଜୁଆନ ନିଶାଦ୍ରବ୍ୟ ଜବତ କଲା କଷ୍ଟମ ବିଭାଗ । ବ୍ୟାଙ୍କକ୍ ରୁ ଆସୁଥିଲା ନିଶା ଦ୍ରବ୍ୟ । ନିଶାଦ୍ରବ୍ୟ ଆଣି ଆସୁଥିବା ଜଣେ ବ୍ୟକ୍ତି ଅଟକ

। ଅଟକ ବ୍ୟକ୍ତିଙ୍କ ଘର କେରଳ ବୋଲି ସୂଚନା ମିଳିଛି । ଜବତ ମାରିଜୁଆନା ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ସୂଚନା ରହିଛି । ୧୫ ଦିନରେ ଧରା ହେଲାଣି ୧୫ କୋଟିର ନିଶାଦ୍ରବ୍ୟ ।

You Can Read:

ଗାଡ଼ିର ଇନସ୍ୟୁରାନ୍ସ ନଥିଲେ କଟିବ ଚାଲାଣ, ଟୋଲ୍‌ଗେଟ୍‌ କ୍ୟାମେରାରେ ପଡ଼ିବ ଧରା