ପୁଣେରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ପୁଣେ: ମହାରାଷ୍ଟ୍ର ପୁଣେରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ଖରାପ ପାଗ ଓ ପ୍ରବଳ ପବନ ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଛି ହେଲିକପ୍ଟର AW 139। ହେଲିକପ୍ଟରରେ କ୍ଯାପଟେନଙ୍କ ସମେତ ୪ ଜଣ ଥିବା ସୂଚନା। ତେବେ ଦୁର୍ଘଟଣାରୁ ସମସ୍ତେ ବର୍ତ୍ତିଯାଇଥିବା ସୂଚନା ମିଳିଛି। ମୁମ୍ବାଇ ଜୁହୁଠାରୁ ଉଡାଣ କରିବା ପରେ ଘଟିଥିଲା ଦୁର୍ଘଟଣା। ପୁଣେ ନିକଟସ୍ଥ ପାଉଦ ଇଲାକାରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ କ୍ଯାପଟେନ ଆନନ୍ଦ ଆହତ ହୋଇଥିବା ସୂଚନା। ମୁମ୍ବାଇରୁ ହାଇଦ୍ରାବାଦ ଯିବାବେଳେ ଘଟିଥିଲା ଦୁର୍ଘଟଣା।