ପୁରୀରେ କାଳବୈଶାଖୀ ପବନର ପ୍ରଭାବ : ଓଲଟା ଉଡ଼ିଲା ଛାଉଣୀ ମଠ ବାନା

ପୁରୀ ୨୩।୩ : କାଳବୈଶାଖୀ ବର୍ଷା ପବନର ପ୍ରଭାବ ପୁରୀରେ ଦେଖିବାକୁ ମିଳିଛି । ରବିବାର ଭୋର ସମୟରେ ଉତ୍ତରଦିଗରୁ ଦକ୍ଷିଣ ଦିଗକୁ ପବନ । ଉତ୍ତରା ପବନରେ ନୀଳଚକ୍ର ପତିତପାବନ ବାନା ସେହି ଦିଗରେ ଉଡିଲା କିନ୍ତୁ ତଳଭାଗର ବାନା ଅର୍ଥାତ ଛାଉଣୀ ମଠର ବାନା ବେଶ୍ କିଛି ସମୟ ଧରି ଦକ୍ଷିଣ ଦିଗରୁ ଉତ୍ତର ଦିଗକୁ ଉଡିଥିଲା । ପତିତପାବନ ବାନା ଗୋଟିଏ ଦିଗରେ ଛାଉଣୀ ମଠ ବାନା ଅନ୍ୟ ଦିଗରେ । ଅର୍ଥାତ ଉପର ପଟେ ପବନର ବେଗ ଓ ଗତି ଓ ତଳପଟେ ପବନର ଗତି କିଛ ସମୟ ଧରି ଭିନ୍ନ ଦେଖିବାକୁ ମିଳିଥିଲା । କିଛି ସମୟ ଏଭଳି ଉଡିବା ପରେ ଏହା ଗୋଟିଏ ଦିଗରେ ଉଡିଥିବା ଦେଖିବାକୁ ମିଳିଥିଲା ।You Can Read:CAPF ଯବାନଙ୍କୁ ଲଗାଇଲେ ଚୂନ, ରାଜଧାନୀରେ ଘର ଦେବାକୁ କହି ଠକିନେଲେ ୧୯ଲକ୍ଷ ଟଙ୍କା, ଶେଷରେ ବନ୍ଧାହେଲେ

ପୁରୀରେ କାଳବୈଶାଖୀ ପବନର ପ୍ରଭାବ : ଓଲଟା ଉଡ଼ିଲା ଛାଉଣୀ ମଠ ବାନା

ପୁରୀ ୩ : କାଳବୈଶାଖୀ ବର୍ଷା ପବନର ପ୍ରଭାବ ପୁରୀରେ ଦେଖିବାକୁ ମିଳିଛି । ରବିବାର ଭୋର ସମୟରେ ଉତ୍ତରଦିଗରୁ ଦକ୍ଷିଣ ଦିଗକୁ ପବନ । ଉତ୍ତରା ପବନରେ ନୀଳଚକ୍ର ପତିତପାବନ ବାନା ସେହି ଦିଗରେ ଉଡିଲା କିନ୍ତୁ ତଳଭାଗର ବାନା ଅର୍ଥାତ ଛାଉଣୀ ମଠର ବାନା ବେଶ୍ କିଛି ସମୟ ଧରି ଦକ୍ଷିଣ ଦିଗରୁ ଉତ୍ତର ଦିଗକୁ ଉଡିଥିଲା । 

ପତିତପାବନ ବାନା ଗୋଟିଏ ଦିଗରେ ଛାଉଣୀ ମଠ ବାନା ଅନ୍ୟ ଦିଗରେ । ଅର୍ଥାତ ଉପର ପଟେ ପବନର ବେଗ ଓ ଗତି ଓ ତଳପଟେ ପବନର ଗତି କିଛ ସମୟ ଧରି ଭିନ୍ନ ଦେଖିବାକୁ ମିଳିଥିଲା । କିଛି ସମୟ ଏଭଳି ଉଡିବା ପରେ ଏହା ଗୋଟିଏ ଦିଗରେ ଉଡିଥିବା ଦେଖିବାକୁ ମିଳିଥିଲା ।


You Can Read:

CAPF ଯବାନଙ୍କୁ ଲଗାଇଲେ ଚୂନ, ରାଜଧାନୀରେ ଘର ଦେବାକୁ କହି ଠକିନେଲେ ୧୯ଲକ୍ଷ ଟଙ୍କା, ଶେଷରେ ବନ୍ଧାହେଲେ