ପୁରୁଷୋତ୍ତମପୁରରେ ବାହୁଡା ଯାତ୍ରା ପାଳିତ

ପୁରୁଷୋତ୍ତମପୁର,୫।୭(ସୀମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁର ଅଞ୍ଚଳରେ ବାହୁଡାଯାତ୍ରା ପାଳିତ ହୋଇଛି। ଏହି ଅବସରରେ ପୁରୁଷୋତ୍ତମପୁର ରଥସାହି ଜଗନ୍ନାଥ ମନ୍ଦିରରେ ପରମ୍ପରା ଅନୁଷାରେ ପୂଜାର୍ଚ୍ଚନା କରାଯିବା ଅପରାହ୍ନରେ କାଳିଆ ସାଆନ୍ତଙ୍କୁ ପହଣ୍ଡି କରି ରଥାରୁଢ କରାଯାଇଥିଲା। ଏଠାରେ ସୋମବାର ରଥଟଣାହେବ। ଜଗନ୍ନାଥଙ୍କୁ ଦର୍ଶନକରିବା ଲାଗି ଭିଡଜମିଛି। ଏହାକୁ ମନ୍ଦିର ଟ୍ରଷ୍ଟବୋର୍ଡର ସମସ୍ତ ସଦସ୍ୟଙ୍କ ସମେତ ରଥସାହିବାସିନ୍ଦା ମାନେ ପରିଚାଳନା କରୁଛନ୍ତି। The post ପୁରୁଷୋତ୍ତମପୁରରେ ବାହୁଡା ଯାତ୍ରା ପାଳିତ appeared first on Dharitri Odia News.

ପୁରୁଷୋତ୍ତମପୁରରେ ବାହୁଡା ଯାତ୍ରା ପାଳିତ

ପୁରୁଷୋତ୍ତମପୁର,୫।୭(ସୀମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁର ଅଞ୍ଚଳରେ ବାହୁଡାଯାତ୍ରା ପାଳିତ ହୋଇଛି। ଏହି ଅବସରରେ ପୁରୁଷୋତ୍ତମପୁର ରଥସାହି ଜଗନ୍ନାଥ ମନ୍ଦିରରେ ପରମ୍ପରା ଅନୁଷାରେ ପୂଜାର୍ଚ୍ଚନା କରାଯିବା ଅପରାହ୍ନରେ କାଳିଆ ସାଆନ୍ତଙ୍କୁ ପହଣ୍ଡି କରି ରଥାରୁଢ କରାଯାଇଥିଲା। ଏଠାରେ ସୋମବାର ରଥଟଣାହେବ। ଜଗନ୍ନାଥଙ୍କୁ ଦର୍ଶନକରିବା ଲାଗି ଭିଡଜମିଛି। ଏହାକୁ ମନ୍ଦିର ଟ୍ରଷ୍ଟବୋର୍ଡର ସମସ୍ତ ସଦସ୍ୟଙ୍କ ସମେତ ରଥସାହିବାସିନ୍ଦା ମାନେ ପରିଚାଳନା କରୁଛନ୍ତି।

The post ପୁରୁଷୋତ୍ତମପୁରରେ ବାହୁଡା ଯାତ୍ରା ପାଳିତ appeared first on Dharitri Odia News.