ପେନସନ୍ଧାରୀଙ୍କୁ ଝଟ୍କା! ମିଳିବନି ପୁରୁଣା ପେନସନ୍ର ଲାଭ
ନୂଆଦିଲ୍ଲୀ,୧।୩: କେନ୍ଦ୍ର ସରକାର ବର୍ତ୍ତମାନ କିଛି ସଦସ୍ୟଙ୍କ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ଯେଉଁମାନେ PF, ଗ୍ରାଚ୍ୟୁଇଟି ଏବଂ Old Pension Scheme ସୁବିଧା ପାଇବେ ନାହିଁ। ନିୟମ ୧୩ରେ ଏହି ସଂଶୋଧନ କରାଯାଇଛି। ସରକାର କହିଛନ୍ତି ଯେ ଏହି ସଦସ୍ୟମାନେ ଆଉ ପେନସନ ଏବଂ PF (ପ୍ରୋଭିଡେଣ୍ଟ ପାଣ୍ଠି) ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ କାରଣ ସେମାନେ ଏକ ସମୟରେ ଉଭୟ ସେବା ପାଇପାରିବେ ନାହିଁ। କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, […] The post ପେନସନ୍ଧାରୀଙ୍କୁ ଝଟ୍କା! ମିଳିବନି ପୁରୁଣା ପେନସନ୍ର ଲାଭ appeared first on Dharitri Odia News.
ନୂଆଦିଲ୍ଲୀ,୧।୩: କେନ୍ଦ୍ର ସରକାର ବର୍ତ୍ତମାନ କିଛି ସଦସ୍ୟଙ୍କ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ଯେଉଁମାନେ PF, ଗ୍ରାଚ୍ୟୁଇଟି ଏବଂ Old Pension Scheme ସୁବିଧା ପାଇବେ ନାହିଁ। ନିୟମ ୧୩ରେ ଏହି ସଂଶୋଧନ କରାଯାଇଛି। ସରକାର କହିଛନ୍ତି ଯେ ଏହି ସଦସ୍ୟମାନେ ଆଉ ପେନସନ ଏବଂ PF (ପ୍ରୋଭିଡେଣ୍ଟ ପାଣ୍ଠି) ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ କାରଣ ସେମାନେ ଏକ ସମୟରେ ଉଭୟ ସେବା ପାଇପାରିବେ ନାହିଁ।
କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ଆୟକର ଆବେଦନକାରୀ ଟ୍ରିଟ୍ୟୁନାଲ (ଆଇଟିଟି) ଏବଂ ସାମଗ୍ରୀ – ସେବା କର (GST) ଟ୍ରିବ୍ୟୁନାଲର ସଦସ୍ୟମାନଙ୍କୁ ଗ୍ରାଚ୍ୟୁଇଟି, ପେନସନ ଏବଂ ପିଏଫର ସୁବିଧା ଦିଆଯିବ ନାହିଁ। ଏଥିସହ ଟ୍ରିବ୍ୟୁନାଲ ସଦସ୍ୟତା ପୂର୍ଣ୍ଣକାଳୀନ ନିଯୁକ୍ତ ବର୍ଗରେ ସ୍ଥାନିତ ହେବ, ଅର୍ଥାତ ସେମାନଙ୍କୁ ଗୋଟିଏ ସେବା ମିଳିପାରିବ।
The post ପେନସନ୍ଧାରୀଙ୍କୁ ଝଟ୍କା! ମିଳିବନି ପୁରୁଣା ପେନସନ୍ର ଲାଭ appeared first on Dharitri Odia News.