ପେନସିଲଭାନିଆରେ ଏୟାରକ୍ରାଫ୍ଟ କ୍ରାସ, ନିଆଁ ଲାଗିବାରୁ ଜଳିଗଲା ୧୨ ଗାଡି, ୫ ଆହତ
ଆମେରିକା ପେନସିଲଭାନିଆରେ ଏୟାରକ୍ରାଫ୍ଟ କ୍ରାସ । ଘଟଣାରେ ୫ ଜଣ ଆହତ ହୋଇଛନ୍ତି । ପେନସିଲଭାନିଆରେ ଏକ ଛୋଟ ପ୍ରାଇଭେଟ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏୟାରକ୍ରାଫ୍ଟରେ ନିଆଁ ଲାଗି ଖସିପଡ଼ିବାରୁ ୧୨ରୁ ଅଧିକ ଗାଡ଼ି ଜଳିଯାଇଛି । ମେନହେମ ଟାଉନସିପରୁ ୧୨୦ କିଲୋମିଟର ଦୂରରେ ଥିବା ବ୍ରେଥ୍ରେନ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏୟାରକ୍ରାଫଟରେ ଥିବା ୫ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏହି ଏୟାରକ୍ରାଫଟି ଲାଙ୍କଷ୍ଟାର ଏୟାରପୋର୍ଟରୁ ସ୍ପ୍ରିଙ୍ଗଫିଲଡ ଅଭିମୁଖେ ଯାଉଥିଲା […] The post ପେନସିଲଭାନିଆରେ ଏୟାରକ୍ରାଫ୍ଟ କ୍ରାସ, ନିଆଁ ଲାଗିବାରୁ ଜଳିଗଲା ୧୨ ଗାଡି, ୫ ଆହତ appeared first on KNews Odisha.

ଆମେରିକା ପେନସିଲଭାନିଆରେ ଏୟାରକ୍ରାଫ୍ଟ କ୍ରାସ । ଘଟଣାରେ ୫ ଜଣ ଆହତ ହୋଇଛନ୍ତି । ପେନସିଲଭାନିଆରେ ଏକ ଛୋଟ ପ୍ରାଇଭେଟ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏୟାରକ୍ରାଫ୍ଟରେ ନିଆଁ ଲାଗି ଖସିପଡ଼ିବାରୁ ୧୨ରୁ ଅଧିକ ଗାଡ଼ି ଜଳିଯାଇଛି ।
ମେନହେମ ଟାଉନସିପରୁ ୧୨୦ କିଲୋମିଟର ଦୂରରେ ଥିବା ବ୍ରେଥ୍ରେନ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏୟାରକ୍ରାଫଟରେ ଥିବା ୫ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏହି ଏୟାରକ୍ରାଫଟି ଲାଙ୍କଷ୍ଟାର ଏୟାରପୋର୍ଟରୁ ସ୍ପ୍ରିଙ୍ଗଫିଲଡ ଅଭିମୁଖେ ଯାଉଥିଲା । ତେବେ ଦୁର୍ଘଟଣାର କାରଣ କଣ ଜଣାପଡ଼ିନାହିଁ ।
#Update , a Beechcraft Bonanza carrying five people crashed in Manheim Township, Pennsylvania, near Lancaster Airport at 3:00 PM, the FAA confirmed per NBC10 and Lancaster Online. The small plane went down in the parking lot of Brethren Village Retirement Community. pic.twitter.com/8sU0IBT1qf
— PitunisWorld
(@ScMesab) March 9, 2025
Also Read : ମଧ୍ୟପ୍ରଦେଶ: ଟ୍ରକ ଓ କାର୍ ଧକ୍କା, ୭ ମୃତ, ୧୪ ଆହତ
The post ପେନସିଲଭାନିଆରେ ଏୟାରକ୍ରାଫ୍ଟ କ୍ରାସ, ନିଆଁ ଲାଗିବାରୁ ଜଳିଗଲା ୧୨ ଗାଡି, ୫ ଆହତ appeared first on KNews Odisha.
(@ScMesab)