ପ୍ରକାଶ ପାଇଲା NEET-UGର ସଂଶୋଧିତ ମେଧା ତାଲିକା
ନୂଆଦିଲ୍ଲୀ,୧।୭: NEET-UG ୨୦୨୪ର ସଂଶୋଧିତ ମେଧା ତାଲିକା ପ୍ରକାଶ ପାଇଛି। ଜୁନ ୨୩ରେ ରିଟେଷ୍ଟ ଦେଇଥିବା ପିଲାଙ୍କ ରେଜଲ୍ଟ ମଧ୍ୟ ପ୍ରକାଶିତ ହୋଇଛି। ସମସ୍ତ ପିଲାଙ୍କ ରେଜଲ୍ଟକୁ ନେଇ ସଂଶୋଧିତ ମେଧା ତାଲିକା ପ୍ରକାଶ। ଏନ୍ଟିଏ ପକ୍ଷରୁ ସଂଶୋଧିତ ମେଧା ତାଲିକା ନେଇ ସୂଚନା ଜାରି କରାଯାଇଛି। NEET UGର ପୁନଃ ପରୀକ୍ଷା ଜୁନ ୨୩ରେ କରାଯାଇଥିଲା। ଏହାର ଫଳାଫଳ ଜାତୀୟ ପରୀକ୍ଷା ଏଜେନ୍ସି ଦ୍ୱାରା ପ୍ରକାଶ ପାଇଛି। ଯେଉଁ ପ୍ରାର୍ଥୀମାନେ ପରୀକ୍ଷା ଦେଇଛନ୍ତି ସେମାନେ NTAର […] The post ପ୍ରକାଶ ପାଇଲା NEET-UGର ସଂଶୋଧିତ ମେଧା ତାଲିକା appeared first on Dharitri Odia News.
ନୂଆଦିଲ୍ଲୀ,୧।୭: NEET-UG ୨୦୨୪ର ସଂଶୋଧିତ ମେଧା ତାଲିକା ପ୍ରକାଶ ପାଇଛି। ଜୁନ ୨୩ରେ ରିଟେଷ୍ଟ ଦେଇଥିବା ପିଲାଙ୍କ ରେଜଲ୍ଟ ମଧ୍ୟ ପ୍ରକାଶିତ ହୋଇଛି। ସମସ୍ତ ପିଲାଙ୍କ ରେଜଲ୍ଟକୁ ନେଇ ସଂଶୋଧିତ ମେଧା ତାଲିକା ପ୍ରକାଶ। ଏନ୍ଟିଏ ପକ୍ଷରୁ ସଂଶୋଧିତ ମେଧା ତାଲିକା ନେଇ ସୂଚନା ଜାରି କରାଯାଇଛି।
NEET UGର ପୁନଃ ପରୀକ୍ଷା ଜୁନ ୨୩ରେ କରାଯାଇଥିଲା। ଏହାର ଫଳାଫଳ ଜାତୀୟ ପରୀକ୍ଷା ଏଜେନ୍ସି ଦ୍ୱାରା ପ୍ରକାଶ ପାଇଛି। ଯେଉଁ ପ୍ରାର୍ଥୀମାନେ ପରୀକ୍ଷା ଦେଇଛନ୍ତି ସେମାନେ NTAର ଅଫିସିଆଲ ୱେବସାଇଟ exam.nta.ac.inକୁ ଯାଇ ଫଳାଫଳ ଯାଞ୍ଚ କରିପାରିବେ।
The post ପ୍ରକାଶ ପାଇଲା NEET-UGର ସଂଶୋଧିତ ମେଧା ତାଲିକା appeared first on Dharitri Odia News.