କୋଲକାତା ବିପକ୍ଷରେ ଟସ୍ ଜିତିଲା ହାଇଦ୍ରାବାଦ, ନେଲା ଏହି ନିଷ୍ପତ୍ତି
ଅହମ୍ମଦାବାଦ,୨୧।୫: ଆଇପିଏଲ୍ କ୍ୱାଲିଫାୟର- ୧ ମୁକାବିଲା ମଙ୍ଗଳବାର କୋଲକାତା ନାଇଟ୍ ରାଇଡର୍ସ(କେକେଆର୍) ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ପ୍ରକାଶ ଯେ, ଲିଗ୍ ପର୍ଯ୍ୟାୟରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଦୁଇ ଦଳ ପ୍ରଥମ କ୍ୱାଲିଫାୟର ଜିତି ଫାଇନାଲ୍ ଟିକେଟ ହାସଲ କରିବା ଲକ୍ଷ୍ୟରେ ଓହ୍ଲାଇଛି। ସନରାଇଜର୍ସର ବ୍ୟାଟିଂ ଫାୟାର ପାଓ୍ବାର ଏବଂ କୋଲକାତାର ସ୍ପିନ୍ ବୋଲିଂ […] The post କୋଲକାତା ବିପକ୍ଷରେ ଟସ୍ ଜିତିଲା ହାଇଦ୍ରାବାଦ, ନେଲା ଏହି ନିଷ୍ପତ୍ତି appeared first on Dharitri Odia News.
ଅହମ୍ମଦାବାଦ,୨୧।୫: ଆଇପିଏଲ୍ କ୍ୱାଲିଫାୟର- ୧ ମୁକାବିଲା ମଙ୍ଗଳବାର କୋଲକାତା ନାଇଟ୍ ରାଇଡର୍ସ(କେକେଆର୍) ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି।
ପ୍ରକାଶ ଯେ, ଲିଗ୍ ପର୍ଯ୍ୟାୟରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଦୁଇ ଦଳ ପ୍ରଥମ କ୍ୱାଲିଫାୟର ଜିତି ଫାଇନାଲ୍ ଟିକେଟ ହାସଲ କରିବା ଲକ୍ଷ୍ୟରେ ଓହ୍ଲାଇଛି। ସନରାଇଜର୍ସର ବ୍ୟାଟିଂ ଫାୟାର ପାଓ୍ବାର ଏବଂ କୋଲକାତାର ସ୍ପିନ୍ ବୋଲିଂ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।
The post କୋଲକାତା ବିପକ୍ଷରେ ଟସ୍ ଜିତିଲା ହାଇଦ୍ରାବାଦ, ନେଲା ଏହି ନିଷ୍ପତ୍ତି appeared first on Dharitri Odia News.