ପ୍ରଚାର ପାଇଁ ସୁନ୍ଦରଗଡରେ ପାଣ୍ଡିଆନ, ସାଧାରଣ ସଭାରେ ଯୋଗଦେବେ
ସୁନ୍ଦରଗଡ ୧୧/୦୫: ବିଜେଡ଼ି ନେତା ଭିକେ ପାଣ୍ଡିଆନ ଦୁଇ ଦିନିଆ ସୁନ୍ଦରଗଡ଼ ଗସ୍ତରେ ଅଛନ୍ତି । ଗସ୍ତର ଦ୍ୱିତୀୟ ଦିନରେ ଭିକେ ପାଣ୍ଡିଆନ ଆଜି ସକାଳ ୧୦ ଟାରେ ରାଉରକେଲା ସେକ୍ଟର-୨ ପଡ଼ିଆରେ ଏକ ସାଧାରଣ ସଭାରେ ଯୋଗଦେବା ସହ ବିଜୁ ଜନତା ଦଳକୁ ଭୋଟ ଦେବା ପାଇଁ ଆହ୍ୱାନ ଦେବେ । ସେଠାରୁ ଭିକେ ପାଣ୍ଡିଆନ କୁଆଁରମୁଣ୍ଡା ବ୍ଳକ ରାମପାଲ ପଡ଼ିଆରେ ବୀରମିତ୍ରପୁର ନିର୍ବଚନ ମଣ୍ଡଳୀ ପାଇଁ ପ୍ରଚାର କରି ଲୋକଙ୍କୁ ଉଦବୋଧନ ଦେବେ । ତା ପରେ ଭିକେ ପାଣ୍ଡିଆନ ବଣେଇ ବିଧାନସଭା ନିର୍ବାଚନ ମଣ୍ଡଳୀ ଲହୁଣୀପଡ଼ାରେ ସାଧାରଣ ସଭାରେ ଯୋଗ ଦେଇ ବିଜେଡ଼ି ପାଇଁ ପ୍ରଚାର କରିବେ । ସେଠାରୁ ସୁନ୍ଦରଗଡ଼ ରେ ପହଚିଂ ସଂଧ୍ୟା ୬ ଟାରେ ରୋଡ଼ ସୋରେ ଯୋଗ ଦେବେ ଭିକେ ପାଣ୍ଡିଆନ ।
ସୁନ୍ଦରଗଡ ୧୧/୦୫: ବିଜେଡ଼ି ନେତା ଭିକେ ପାଣ୍ଡିଆନ ଦୁଇ ଦିନିଆ ସୁନ୍ଦରଗଡ଼ ଗସ୍ତରେ ଅଛନ୍ତି । ଗସ୍ତର ଦ୍ୱିତୀୟ ଦିନରେ ଭିକେ ପାଣ୍ଡିଆନ ଆଜି ସକାଳ ୧୦ ଟାରେ ରାଉରକେଲା ସେକ୍ଟର-୨ ପଡ଼ିଆରେ ଏକ ସାଧାରଣ ସଭାରେ ଯୋଗଦେବା ସହ ବିଜୁ ଜନତା ଦଳକୁ ଭୋଟ ଦେବା ପାଇଁ ଆହ୍ୱାନ ଦେବେ ।
ସେଠାରୁ ଭିକେ ପାଣ୍ଡିଆନ କୁଆଁରମୁଣ୍ଡା ବ୍ଳକ ରାମପାଲ ପଡ଼ିଆରେ ବୀରମିତ୍ରପୁର ନିର୍ବଚନ ମଣ୍ଡଳୀ ପାଇଁ ପ୍ରଚାର କରି ଲୋକଙ୍କୁ ଉଦବୋଧନ ଦେବେ । ତା ପରେ ଭିକେ ପାଣ୍ଡିଆନ ବଣେଇ ବିଧାନସଭା ନିର୍ବାଚନ ମଣ୍ଡଳୀ ଲହୁଣୀପଡ଼ାରେ ସାଧାରଣ ସଭାରେ ଯୋଗ ଦେଇ ବିଜେଡ଼ି ପାଇଁ ପ୍ରଚାର କରିବେ । ସେଠାରୁ ସୁନ୍ଦରଗଡ଼ ରେ ପହଚିଂ ସଂଧ୍ୟା ୬ ଟାରେ ରୋଡ଼ ସୋରେ ଯୋଗ ଦେବେ ଭିକେ ପାଣ୍ଡିଆନ ।